July 6, 2024

ବୁଗୁଡ଼ାରେ ମା କାଳୀଙ୍କ ଭସାଣି ଉତ୍ସବ 

Share

ବୁଗୁଡ଼ାରେ ମା କାଳୀଙ୍କ ଭସାଣି ଉତ୍ସବ

ବୁଗୁଡ଼ା : ତା ୧୯/୧୧/୨୩ : ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳିଠାରୁ ପୂଜା ପାଇ ଆସୁଥିବା ମା କାଳୀଙ୍କ ବିସର୍ଜନ ଉତ୍ସବ ରବିବାର ଦିନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଜଣା ଓ ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦିଆଯାଇଥିଲା । ସେହିପରି ଗୋଲିଆ ଗ୍ରାମରେ ମା ଶ୍ଯାମାକାଳୀଙ୍କ ଭସାଣି ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

You may have missed