ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ସରକାରି ଉଚ୍ଚବିଦ୍ୟାଳୟ ଡିଙ୍ଗରରେ ବିଦ୍ୟାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ବିଦ୍ଯାଳୟରପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ପୌରହିତରେ ବିଦ୍ଯାଳୟ ର ପରିଚାଳନା କମିଟିର ସଭାପତି ସୌରି ବେହେରା ପରିଛଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାରସାହୁଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ବିଦାୟି ଶିକ୍ଷୟତ୍ରୀ ସଙ୍ଘମିତ୍ରା ମହାଲିକ ଙ୍କୁ ପାଛୋଟି ଆଣି ମଞ୍ଚମଣ୍ଡନ କରାଇଥିଲେ ପ୍ରଥମେ ପ୍ରଭୂ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ଉପରେ ମାଲ୍ୟାପର୍ଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ମଞ୍ଚ ମଣ୍ଡନ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରେବିଦ୍ଯାୟୀ ଶିକ୍ଷୟତ୍ରିଙ୍କୁ ଫୁଲତୋଡା ସହ ଉତ୍ତରିୟ ପ୍ରଦାନ କରିଥିଲେ ପରେ ଛାତ୍ରୀମାନଙ୍କଦ୍ୱାରା ବିଦାୟୀ ସଂଗୀତ ସହ ଏକ ବିଦାୟୀ ଗୁରୁବନ୍ଦନା ନୃତ୍ୟ ପରିବେଷଣ କରାଯାଇଥିଲା ଛାତ୍ରଛାତ୍ରୀମାନେ ଗୁରୁ ମାଙ୍କ ବିଷୟରେ କିଛି ବକ୍ତବ୍ୟ ପରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅନୁଭୂତି ବର୍ଣ୍ଣନା କରିଥିଲେ ଏକ ଦୁଃଖଦ ପରିବେଷରେ ବିଦାୟି ଶିକ୍ଷୟତ୍ରୀ ପଦନ୍ନୋତି ପାଇ ସରକାରି ଉଚ୍ଚବିଦ୍ୟାଳୟ ଅରୁଗୁଳରେ କର୍ମ ଜିବନ ଆରମ୍ଭ କରି ଭଳ ମଣିଷ ହେବାପାଇଁ ଛାତ୍ର ଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ ମଣିଷ ତିଆରି କାରଖାନାରେ ଭଳମଣିଷ ଗଢିବା ପାଇଁ ନିଜ ଜିବନ କୁ ସମର୍ପିତ କରିବା ନିମନ୍ତେ ପଦନ୍ନୋତି ଶିକ୍ଷୟତ୍ରୀ ସଂଘମିତ୍ରା ମହାଲି କ ଙ୍କୁ ପରାମର୍ସ ପ୍ରଦାନ କରିଥିଲେ ବିଦ୍ୟାଳୟର ଛାତ୍ରୀଛାତ୍ର ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦାୟି ଶିକ୍ଷୟତ୍ରୀଙ୍କୁଉପହାର ତଥା ମାନ ପତ୍ର ପ୍ରଦାନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟତ୍ର ହିରାମତି ମଲ୍ଲିକ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଜ୍ୟୋତିର୍ମୟି ସାହୁ ସମସ୍ତଙ୍କୁ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିବାରୁ ପ୍ରଧାନଶିକ୍ଷକ ସମସ୍ତିଙ୍କୁ ପ୍ରସଂସା କରିଥିଲେ
