ଉମରକୋଟ ଠାରେ ଯୁବ ସ୍ବାଭିମାନ ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ୩୭ ୟୁନିଟ ରକ୍ତ ସଂଗ୍ରହ………
ଉମରକୋଟ :- (ଏମ୍.ଦିନା° ଶୁ ଆଚାରୀ) ଆଜି ରାଜ୍ୟ ବ୍ୟାପୀ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ଉମରକୋଟ ଠାରେ ସମ୍ବାଦ ଅ।ମ ଓଡ଼ିଶା ଓ ଜିଲ୍ଲାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାହାରା ର ମିଳିତ ଆନୁକୁଲ୍ୟରେ ଉମରକୋଟ ଗାନ୍ଧୀ ଛକ ଠାରେ ଥିବା ସରକାରୀ ହସ୍ପିଟାଲ୍ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଥିଲା। ଯେଉଁଥିରେ କି ୩୭ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇ ଶିବିର କୁ ଉଧଘାଟନ କରିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଝ।ଡେଶ୍ୱର ମହାନ୍ତି, ସ୍ୱାଭିମାନ ଟ୍ରଷ୍ଟ ର ଜିଲ୍ଲା ସଭାପତି ତଥା ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ କୁମାର ପ୍ରଧାନ, ପୁଜାରୀ ଗୁଡା ମେଡିକାଲ ଅଫିସର ଡକ୍ଟର ପତିତ ପାବନ ଦ୍ବିବେଦୀ, ଡକ୍ଟର ଅଭିଷେକ ପାଳ, ସାହାରା ର ସମ୍ପାଦକ ମନୋଜ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ମାନେ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଗାନ୍ଧୀ ଛକ ମେଡିକାଲ ର ଫ।ର।ମ।ସିଷ୍ଟ ଅଭିମନ୍ୟୁ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧ।ନ ରେ ଏହି ଶିବିରଟି ଅନୁଷ୍ଠିତ ହେଇ ଥିଲା ଓ ସଫଳତା ର ସଂପନ୍ନ ହେଇ ଥିଲା। ପୁଜାରୀ ଗୁଡା ମେଡିକାଲ ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଜଗନ୍ନାଥ ମିଶ୍ର ଉପସ୍ଥିତ ରହି ଶିବିର କୁ ତଦାରଖ କରିଥିଲେ। ସାହାରା ର ସଭ୍ୟ ଅଭିନ।ସ ପ୍ରଧାନ, ବିରଞ୍ଚି ନାରାୟଣ ମିଶ୍ର, ବିଶ୍ୱଜିତ ବେହେରା ଓ ଚନ୍ଦନ ଦେବାଙ୍ଗନ ଶିବିର ରେ ସକ୍ରିୟ ଭାବେ ସହୋଜଗ କରି ଥିଲେ। ରକ୍ତ ସଂଗ୍ରହ କରିବାରେ ନବରଙ୍ଗପୁର ରକ୍ତ ଭଣ୍ଡାର ରୁ ପି. ଏନ୍, ସେଠୀ, ଶଶିକାନ୍ତ ପଲେଇ, ରାମେଶ୍ବର ଭତ୍ର।, ହେମନ୍ତ ନାୟକ ଓ ହେମନ୍ତ ରାଉତ ଉପସ୍ଥିତ ଥିଲେ। ରକ୍ତ ଦାତା ଓ ଜୀବନ ଦାତା ମାନେ ହେଲେ ରାକେଶ ମଣ୍ଡଳ, ବବୁଲ ସରକାର, ପ୍ରମୋଦ ମଲ୍ଲିକ, ସାହେବ କୁମାର ବିଶ୍ୱାସ, ଘେନୁ ଭତ୍ର।, ଅମିନ୍ଦ୍ର ଭତ୍ର।, ରଘୁ ଭତ୍ର।, ଗଜେନ୍ଦ୍ର ଭତ୍ର।, ହରି ଭତ୍ର।, ପୂର୍ଣ୍ଣ ଭତ୍ର।, ଦୁଲଭ ମାଝି, ହରି ଗଣ୍ଡ, ଧନୁର୍ଜୟ ଗଣ୍ଡ, ପରମାନନ୍ଦ ମାଝି, ରାଜେନ୍ଦ୍ର ଗଣ୍ଡ, ଫୁଲ ଧର ସ।ନ୍ତ।, ଅରୁଣ ସ।ନ୍ତ।, ସଞ୍ଜୟ ମାଝି, ପ୍ରୀୟଂ। ଶୁ ଗୌଡ଼, ସଞ୍ଜୁ ବିଶ୍ୱାସ, ସନ୍ୟାସୀ ଗଣ୍ଡ, ରାଜେଶ କୁମାର ବିଷୋୟୀ, ବିଶ୍ୱଜିତ୍ ବେହେରା, ଅଭିନାସ ପ୍ରଧାନ, ବିରଞ୍ଚି ନାରାୟଣ ମିଶ୍ର, ପରେମଶ୍ବର ଭତ୍ର।, ଅଜୁ ସରକାର, ଲକ୍ଷ୍ମଣ ଭତ୍ର।, ଫୁଲ ଚାନ୍ଦ ଭତ୍ର।, କୃଷ ଭତ୍ର।, ସୁରେନ୍ଦ୍ର ଭତ୍ର।, ଯାଦବ ମାଝି, ପତି ରାମ ଭତ୍ର।, ଶ୍ରୀଚ।ନ୍ଦ କେଲେୱାନି, ଯୋଶୀ ନାୟକ, ଆକାଶ ସରକାର ଓ ଦିପେଶ ହ।ଲଦାର।