ମେଡିକାଲ ରେ ଉତେଜନା ଏ ସ ବି ନୂଆଗାଁ ଛାତ୍ର ଙ୍କ ଦୁର୍ଘଟଣା ରେ ମୃତ୍ୟୁ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ସୁନାର
ସୁନାର ବେଲି ନୂଆଗାଁ ଆଶ୍ରମ ସ୍କୁଲ ରେ ନବମ ଶ୍ରେଣୀ ର ଛାତ୍ର ଖୋଗପତି ପୂଜାରୀ ଙ୍କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଜଣା ଯାଇଛି. ସୂଚନା ଅନୁଯାଇ ଶନି ବାର ରାତ୍ର ସାଡ଼େ ସାତ ଘଣ୍ଟା ସମୟ ରେ ଖଗପତି ତାଙ୍କ ସହପାଠୀ ଙ୍କ ସହ ସ୍କୁଲ ରୁ ଯାତ୍ରା ଦେଖି ଵା ପାଇଁ ଦେଉର୍ଲି ଗାଁ କୁ ଜାଉ ଥିଲେ ହଠାତ ପଛ ପଟୁ ଜଣେ ଯୁବକ ବାଇକ ଯୋଗେ ଧୋକା ଦେବାରୁ ଘଟଣା ସ୍ଥୂଳେ ଖଗପତି ଙ୍କ ମୃତ୍ୟୁ ହୋଇଥିଲା. ତାଙ୍କ ସାଥି ଙ୍କୁ କୋରାପୁଟ ଜ଼ିଲ୍ଲା ଡାକ୍ତର ଖାନା କୁ ସ୍ଥାନା ନ୍ତର କରାଯାଇଛି. ଅଵି ଭା ବକ ଙ୍କ କହିବା ଅନୁଯାଇ ପିଲାଙ୍କୁ ଦେଖା କରିବାକୁ ଗଲେ ଗୁଡ଼ାଏ ଦସ୍ତ ଖତ ଆମକୁ କରିବାକୁ ପଡେ. ଏହି 5t ସ୍କୁଲ ର ପ୍ରଧାନ ଶିକ୍ଷକ ସର୍ବେଶ୍ୱର ନାଇକ କୋଟପାଡ଼ ରେ ରହି ଯିବା ଆସିବା କରିନ୍ତି. ପୂର୍ବରୁ ମଧ୍ୟ ବହୁ ଘଟଣା ଗୁଡିକ ଶ୍ରୀ ନାଇକ ଜ଼ିଲ୍ଲା ଏବଂ ରାଜ୍ୟ ର ଉପରିସ୍ତ ଅଧିକାରୀ ଙ୍କୁ ହାତ ଗୁଞ୍ଜ ଦେଇ ଚୋପାଇ ଦେବାରେ ସକ୍ଷମ ହୋଇଆସିଛନ୍ତି. ବଦଳି ହେଲେ ମଧ୍ୟ ଏଠାରୁ ଜାଉ ନାହାନ୍ତି. ଆମକୁ ନ୍ୟା ୟ ଦେବା ସହ ପ୍ରଧାନ ଶିକ୍ଷକ ଙ୍କ ବଦଳି ହବା ଦରକାର ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବା ଜଣା ଯାଇଛି. ମେଡିକାଲ ରେ ପୋଲିସ ର ଉପସ୍ଥିତ ରେ ଉତେଜନା ଲାଗି ରହି ଥିବା ବେଳେ ପରିବାରଙ୍କୁ ଶବ ହସ୍ତାନ୍ତର ହୋଇନଥିବା ଜଣା ଯାଇଛି. ଏ ନେଇ weo ଶ୍ରୀ ଆକାଶ କୁମାର ଜେନା ଙ୍କୁ ଯୋଗା ଯୋଗ କରିବାରୁ ବାରମ୍ବାର ମୁଁ ଗସ୍ତ କରି ସ୍କୁଲ ରେ ରହିବା ପାଇଁ ପରାମର୍ଶ ଦେଇଛି. ବୋଲି ପ୍ରକାଶ କରିଥିବା ଜଣାଯାଇଛି