November 18, 2024
Share

 

୧-ଅସମ୍ଭାଳ ଭିଡ଼, ଉଛୁଳିଲା ବାଲିଯାତ୍ରା ପଡିଆ, ଦିନ ୩ଟାରୁ ସବୁ ପାର୍କିଂ ଷ୍ଟାଣ୍ଡ ଭର୍ତ୍ତି। ଲିଚୁ ଲାଇଟ୍ ଲାଗି ଛାତ୍ରଙ୍କ ମୃତ୍ୟୁ।

 

୨-ଶୀତରେ ଥରୁଛି କନ୍ଧମାଳ,ଘୁ.ଉଦୟଗିରିରେ ପାରଦ ୭ ଡିଗ୍ରୀ।

 

୩-ଭୁବନେଶ୍ୱର: ‘ଛାଡ଼ ଖାଇ’ ବ୍ୟବସାୟ ୫ କୋଟି,୧୦୦ ଗାଡି କୁକୁଡ଼ା,୩୦ ଗାଡ଼ି ଛେଳି ଓ ୧୩୦ ଟନ୍ ମାଛ ହେଲା ବିକ୍ରି।

 

୪-ଭୁବନେଶ୍ୱର: ବିଜେଡ଼ିର ୧୦ ଲକ୍ଷ ଯୁବ ସଦସ୍ୟ ଲକ୍ଷ,ନୂତନ ସଭ୍ୟ ପାଇଁ ଡିଜିଟାଲ କର୍ମଶାଳା।

 

୫-ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ କରିବ ଗ୍ରୀନ ଆମୋନିଆ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

 

୬-ବାଲିଯାତ୍ରାରେ ଲେଜର ଲାଇଟ ସୋ, ମହାନଦୀ ଜଳ ରାଶିରେ ପ୍ରଦର୍ଶିତ ହେଲା ଓଡ଼ିଆ ପରମ୍ପରା।

 

୭-ରାଜ୍ୟସଭାରେ ଉଠାଇବି ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ମାନ୍ୟତା ଦାବି: ଦେବାଶିଷ ସାମନ୍ତରାୟ।

 

୮-ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାର । ନାମ ଘୋଷଣା କରିଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।

 

୯-ଅଶୁଭ ରବିବାର,ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୯ ମୃତ।

 

୧୦-କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ।

 

୧୧-କାମାକ୍ଷାନଗର:ବାଇକକୁ ଧକ୍କା ଦେଲା କାର, ଶାଶୁ ମୃତ, ଜ୍ୱାଇଁ ଗୁରୁତର।

 

୧୨-ଭୁବନେଶ୍ୱର:କୁନି ବାବାଙ୍କୁ ଭଗବାନ କହି ପାଦ ତଳେ ତୁଳସୀ ଲାଗି ଘଟଣା, ମାମଲା ରୁଜୁ କଲା ଶିଶୁ ଆୟୋଗ।

 

୧୩-ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମର

ବିବାଦ ପରେ ମୁହଁ ଖୋଲିଲେ ନାବାଳକର ବାପା, କହିଲେ- ମୋ ପୁଅ ଠାକୁର ନୁହେଁ।

 

୧୪-ମହାପ୍ରଭୁ ଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

 

୧୫-ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ବି.କରଡାବାଡି ଗାଁର ଘଟଣା:ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳକୁ ବାଟମାରଣା ଅଭିଯୋଗ, ପିଅନଙ୍କୁ କାବୁ କଲେ ଗାଁଲୋକ।

 

୧୬-ମାଲକାନଗିରି:ମାଓ-ପୋଲିସ ଗୁଳିବିନିମୟ, ୫ ହାର୍ଡକୋର ମାଓବାଦୀ ନିହତ।

 

୧୭-କେନ୍ଦୁଝରରେ ଓଲଟିଲା ଯାତ୍ରା ଗାଡି । ରାଜନନ୍ଦିନୀ ଅପେରାର ୪ କଳାକାର ଗୁରୁତର ।ଚିକିତ୍ସା ପାଇଁ କରଞ୍ଜିଆ ଡାକ୍ତରଖାନାରେ ଆହତ ଭର୍ତ୍ତି

 

୧୮-ଆମେରିକାରୁ ଭାରତକୁ ଫେରିବ ୧୪ ଶହ ପ୍ରାଚୀନ କଳାକୃତି।

 

୧୯-ମଣିପୁରରେ ବିଜେପିର ଅଡୁଆ ବଢ଼ିଲା, ସମର୍ଥନ ପ୍ରତ୍ୟାହାର କଲା ଏନପିପି।

 

୨୦-ବାୟୁ ପ୍ରଦୂଷଣ ଚିନ୍ତା: ସୋମବାର ଦିଲ୍ଲୀରେ ଲାଗୁ ହେବ GRAP-IV।

 

୨୧-ମିସ୍ ୟୁନିଭର୍ସ ୨୦୨୪ ହେଲେ ମିସ୍ ଡେନମାର୍କ; ଗୋଟିଏ କଠିନ ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କ ମନ ଜିତିନେଲେ।

 

୨୨-ପେରୁରେ ବାଇଡେନ-ଜିନପିଙ୍ଗଙ୍କ ସାକ୍ଷାତ : ଆମେରିକା ସହ ଏକାଠି କାମ କରିବାକୁ ଚୀନର ସହମତି।

 

*🙏 ସୁପ୍ରଭାତ 🙏*