March 10, 2026

ଅତାବିରା ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର 

IMG-20250818-WA0299
Share

 

ବରଗଡ଼ ସୁରେନ୍ଦ୍ର କଠାର

 

-ବରଗଡ଼ ଜିଲ୍ଲା ଅତାବିରା

ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ

ହୋଇଯାଇଛି। ଜିଲ୍ଲା ପାଳ ଶ୍ରୀ ଗୋୟଲଙ୍କ ବ୍ୟତୀତ ଜିଲ୍ଲା

ପରିଷଦ ମୁଖ୍ୟ ଉନ୍ନୟନ ଅଧ‌ିକାରୀ ତଥା କାର୍ଯ୍ୟ ନିର୍ବାହୀ

ଅଧିକାରୀ ଲଲାଟ କୁମାର ଲୁହା,ବରଗଡ଼ ଉପ ଜିଲ୍ଲାପାଳ

ପ୍ରସନ୍ନ କୁମାର ପାଣ୍ଡେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

ଡାକ୍ତର କୁବେର ମହନ୍ତି ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ

ଶୁଣିଥିଲେ।ସୂଚନା ଯୋଗ୍ୟକି,ଉକ୍ତ ଶିବିରରେ ଜଳ

ସେଚନ,ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ,ରାସନ

କାର୍ଡ,ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ,କୃଷି ଆଦି

ସମସ୍ୟା ଅଧାରିତ ସମୁଦାୟ ୫୩ ଗୋଟି ଅଭିଯୋଗ ର

ପଞ୍ଚାୟତ ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ

ଆଦିତ୍ୟ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ

ଦେଇଛନ୍ତି।