November 24, 2024
Share

*ଖବର ଆଜିର*
ତାରିଖ ୧୮/୦୭/୨୦୨୩ ମଙ୍ଗଳବାର ।

ପାଠ ଯୁକ୍ତ ଦୁଇ, ହେଲେ ପରିଚୟ ଡାକ୍ତର: ବର୍ଷ ବର୍ଷ ଧରି ରୋଗୀଙ୍କୁ ଚୂନ ଲଗାଉଥିବା ନକଲି ଡାକ୍ତରଙ୍କୁ ଧରିଲା ପୋଲିସ ।ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଜଣେ ନକଲି ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା ।

ଆମେରିକାରେ ରେକର୍ଡସ୍ତରରେ ତାତି। ୫୦ଡିଗ୍ରୀ ଟପିଲା ସର୍ବାଧିକ ତାପମାତ୍ରା ।

ପୁଣି ବୃଦ୍ଧିପାଉଛି ଯମୁନା ନଦୀର ଜଳସ୍ତର। ଚିନ୍ତାରେ ଦିଲ୍ଲୀବାସୀ ଓ ସରକାର ।

ଜୁଲାଇ ୨୫ ରୁ ୨୭ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।

୨୦୨୪ରେ ମୋଦୀଙ୍କୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଅଙ୍କ କଷା। ଗତ କାଲିଠୁ ବେଙ୍ଗାଲୁରରେ ୨୬ ଦଳଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ ।

ପଞ୍ଚମ ପର୍ଯ୍ୟନ୍ତ ପଢ଼ିନାହାନ୍ତି ସୀମା: ପାଠ ପଢ଼ାକୁ ନେଇ ସ୍ବାମୀ ହାଇଦର କଲେ ବଡ଼ ଖୁଲାସା ।

ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର, ସମବାୟ ମନ୍ତ୍ରୀଙ୍କ ଶୁଭେଚ୍ଛା ।

ଦୁନିଆର ପ୍ରତିଷ୍ଠିତ ବ୍ୟାଙ୍କ୍‌ ମଧ୍ୟରେ ଭାରତର ପ୍ରଥମ, ୧୦୦ ବିଲିୟନ ମାର୍କେଟ୍‌ କ୍ୟାପ୍‌ କ୍ଲବ୍‌ରେ ଏଣ୍ଟ୍ରି କଲା HDFC

ସଲମାନ ଖାନ୍‌ ଓ ତାଙ୍କ ଫିଲ୍ମ ବ୍ୟାନର୍‌ ନାଁରେ ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କରାଇଲେ ଭାଇଜାନ ।

ଆଜି ପୋର୍ଟାଲ ଲଞ୍ଚ୍ କରିବେ ଅମିତ୍ ଶାହ, ସାହାରା ଇଣ୍ଡିଆରେ ଫସିଥିବା ଜମାକାରୀଙ୍କୁ ମିଳିବ ଟଙ୍କା !

ପୁଣି ବିଜେଡି ଦୋହରାଇଲା ସମଦୂରତା କଥା: ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ ।

ପଣ୍ୟ ଲୋଡିଂରେ ରେକର୍ଡ କଲା ଗୋପାଳପୁର ବନ୍ଦର, ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ ।

ସସପେଣ୍ଡ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ: କହିଲେ, ମୋ ରକ୍ତରେ ବେଇମାନ କରିବାର ନାହିଁ ।

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ପହଞ୍ଚିଲେ ବିଦେଶ ମନ୍ତ୍ରୀଙ୍କ ସହ ୧୧ ପ୍ରାର୍ଥୀ, ଟିଏମସିରୁ ଛଅ ।

ଲଢେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଦମ୍ଭୋକ୍ତି: କହିଲେ, ୨୦୨୪ରେ ଓଡିଶାରେ ସରକାର କରିବ ବିଜେପି।

ସଫଳତାର ସହ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରୟାନ-୩, ଇସ୍ରୋ ଦେଲା ସୂଚନା ।

ମାର୍କେଟ ବିଲ୍ଡିଂ ବନ୍ଦ ନେଇ ସମୟ ମାଗିଲେ ବିଏମସି କମିଶନର : ଉଭୟ ପକ୍ଷରୁ ସହଯୋଗ କରିବାକୁ କଲେ ଅନୁରୋଧ।

ବିମାନରେ ଓଭରବୁକିଂ: ଅନ୍ୟ ବିମାନରେ ସିଟ୍‌ ନଦେଲେ ଏୟାର‌ଲାଇନ୍ସ ଦେବ କ୍ଷତିପୂରଣ ।

ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ଆଜୀବନ କାରାଦଣ୍ଡ: ତିନି ନାବାଳକଙ୍କୁ ଗାଡ଼ି ଚଢ଼ାଇ କରିଥିଲେ ହତ୍ୟା ।

୧୦,୦୦୦ କୋଟିରୁ ଅଧିକ ମୂଲ୍ୟରେ ୯୭ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ କିଣିବ ଭାରତ, ଚୀନ-ପାକିସ୍ତାନ ସୀମାରେ ରଖିବ ନଜର ।

ଏନ୍‌ଡିଏରେ ସାମିଲ୍ ହେଲେ ଚିରାଗ ପାସୱାନ: ଶାହ ଓ ନଡ୍ଡାଙ୍କ ସହ ବୈଠକ ପରେ ନେଲେ ନିଷ୍ପତ୍ତି, ହେଲେ ଦାଦା ପୁତୁରାଙ୍କ ତୁଟୁନି କଳି ।

ସୁପ୍ରଭାତ ,ଶୁଭ ସକାଳ ।