ଅର୍ଜ୍ବୁଣ୍ଡା ପଞ୍ଚାୟତ ଅଫିସରେ ବିକାଶ ବାହନ କାର୍ଯ୍ୟକ୍ରମ ଶୁଭାରମ୍ଭ
ଆଜି ବୁଧବାର ପୂର୍ବାହ୍ନ ୧୧ଟାରେ ଭେଡେନ ବ୍ଲକ ଅଧିନ ଅର୍ଜ୍ବୁଣ୍ଡା ପଞ୍ଚାୟତ ଅଫିସରେ କେନ୍ଦ୍ର ସରକାରକଂ ୧୧ ବର୍ଷ ଓ ରାଜ୍ୟ ସରକାରକଂ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଭେଡେନ ଏବିଡିଓ ପ୍ରୀତିଶ ଦୋରା,ସରପଂଚ କଏରି ଦୀପ ,ସଂକ୍ରୀଡା ମଣ୍ଡଲ ସଭାପତି ଖିରେଶ ମହାକୁର,ପୂର୍ବତନ ମଣ୍ଡଲ ସଭାପତି ଭୀମସେନ ମଲ୍ଲିକ,ବିଜେପି କାର୍ଯ୍ୟକର୍ତ୍ତା ଆନନ୍ଦ ବେହେରା,ମନୋରଂଜନ ଭୁଏ ,ଆଶା,ଅଂଗନବାଡି କର୍ମୀ,ସିଏଚଓ ,ମହିଲା ସ୍ବଂୟ ସହାୟକ ଗୋଷ୍ଠ୍ରିର ସଦସ୍ୟ,ପ୍ରମୁଖ ଯୋଗଦେଇଥିଲେ |କେତେକ ହିତାଧିକାରୀ ମାନକୁଂ ଭତ୍ତା,ରାସନ କାର୍ଡ,ଜବ କାର୍ଡ ଆଦି ପ୍ରଦାନ କରିଥିଲେ |
