ଜନନୀ ସେବା ସଂଘ ହେଲ୍ପ ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ବଡଦାଣ୍ଡରେ ଦହି ସର୍ବତ ବଣ୍ଟନ l

ପ୍ରବଳ ରୌଦ୍ରତାପକୁ ହେତୁ ପୁରୀକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ଭୁବନେଶ୍ୱର ର ଜନନୀ ସେବା ସଂଘ ହେଲ୍ପ ଫାଉଣ୍ଡେସନ ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ସୁବ୍ରତ କୁମାର ପରିଜାଙ୍କ ସହିତ ସମ୍ପାଦକ ନରେନ୍ଦ୍ର ପାତ୍ର, ଲକ୍ଷ୍ମୀପ୍ରିୟା ମହାନ୍ତି, ବଦ୍ରୀନାଥ ଖୁଣ୍ଟିଆ, ମଧୁସ୍ମିତା ପାତ୍ର, ଦୀପା ବେହେରା, ବିଜୟ ସାହୁ ଓ ପ୍ରିୟତୋଷି ଜେନା ପ୍ରମୁଖ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ