May 20, 2025

ପଞ୍ଚାୟତ ସମିତି କାର୍ଯ୍ୟା ଳୟ ପରିସର ରେ ମାସିକ ସମିତି ବୈଠକ

Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସର ରେ ଶୁକ୍ରବାର ସମିତି ବୈଠକ ଅଧକ୍ଷା ଶ୍ରୀମତୀ କମଳା ପୂଜାରୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ସେହି ପୁରୁଣା ଆଲୋଚନା ସ୍ୱାସ୍ଥ୍ୟ. ପାନୀୟ ଜଳ. ଶିକ୍ଷା ଓ କୃଷି କୁ ନେଇ ଆଲୋଚନା ହୋଇଥିବା ଜଣା ଯାଇଛି. ବୋରିଗୁମା ବ୍ଲକ ମଙ୍ଗଳ ଅଧିକାରୀ ଓ କୁନ୍ଦ୍ରା ବି ଏସ ଏସ ଓ କୋଟପାଡ଼ ବ୍ଲକ ଦାଇତ୍ୱ ରେ ରହିଛନ୍ତି ଉକ୍ତ ବିଭାଗରେ ଡାଟା ଅପେରେ ଟର ସର୍ବେ ସର୍ବା ତେଣୁ ସ୍ଥାୟୀ ଅଧିକାରୀ ଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ହୋଇଥିଲା.ଦୀର୍ଘ ବର୍ଷ ହେବ ଶୌଚାଳୟ ରେ ତାଲା ଝୁଲୁଛି ପ୍ରତି ଦିନ ଓଏଲଏମ.ଆଇ ସି ଡି ଏସ. ବ୍ୟାଙ୍କ. ଆଧାର କାର୍ଡ ତିଆରି ପାଇଁ ବ୍ଲକ କାର୍ଯାଳୟ କୁ ସତାଧିକ ମହିଳା ଆସୁ ଛନ୍ତି ଶୌଚ ପାଇଁ ଅସୁବିଧା ର ସମୁଖୀନ ହେଉଥିବାର ଦେଖା ଦେଉଛି ବୋଲି ଗଣ ମାଧ୍ୟମକୁ ଜନ ପ୍ରତି ନିଧି ମାନେ ସୂଚନା ପ୍ରଦାନ କରି ଥିବାର ଜଣାଯାଇଛି I ଏହି ବୈଠକ ରେ ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା. ସାଂସଦ ପ୍ରତିନିଧି, ଶ୍ରୀ ରମେଶ୍ୱେର ଜେନା. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ସଭ୍ୟା ଗୀତା ମାଝୀ. ସରପଞ୍ଚ କମଳା ପୂଜାରୀ. ଦେବ ମାଝୀ. ପୂର୍ଣ୍ଣ ପୂଜାରୀ. ବିଡ଼ିଓ ବିକ୍ରମ ଦୋରା ପ୍ରମୁଖ ଉପସ୍ଥିତ ଥିଲେ. ବ୍ଲକ ପରିସର ରେ କୁଡ଼ କୁଡ଼ ସମସ୍ୟା କାଲି ଦିନ ତମାମ ଏହି ବୈଠକ ରେ କେତେ ବିକାଶ ହେଉଛି ତାହା ଦେଖି ବାକୁ ବାକି ରହିଲା ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ ରେ ଜନ ପ୍ରତି ନିଧି ମାନେ ଗଣ ମାଧ୍ୟମକୁ ସୂଚନା ଦେଇ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା.