ମୁରଲୀ ଧର ଦେଙ୍କର ଏକାଦଶ ଶ୍ରାଦ୍ଧ ବାର୍ଷିକ
ମୋରଡ଼- ବିଶିଷ୍ଟ ସମାଜ ସେବୀ ମୁରଲୀ ଧର ଦେଙ୍କୁ ମନେ ପକେଇବା ପାଇଁ ବର୍ଷକରେ ଏକ ଥର ତାଙ୍କ ତିନି ସୁପୁତ୍ର ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରନ୍ତି। ମୁରଲୀ ଧର ଦେ ସମବାୟୁ ସମିତି ର ଅଧ୍ୟକ୍ଷ ଭାବରେ ବିଭିନ୍ନ ଉନ୍ୟାନ୍ୟ ମୂଳକ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଈ ପାରିଛନ୍ତି ତେଣୁ ତାଙ୍କର ଅକାଳ ବିୟବ ସହଜ ରେ କେହି ଗ୍ରହଣ କରି ପାରୁ ନାହାଁନ୍ତି। ସ ଜଣେ ସମାଜ ସେବୀ ତଥା ପରୋପକାରୀ ଲୋକ ଟିଏ ଥିଲେ। ସମସ୍ତ କ୍ରୀୟ।କର୍ମ, ପୂଜାର୍ଚ୍ଚନା ରେ ସେ ନିଜେ ଯୋଗ ଦେଉଥିଲେ । ଗରିବ ଲୋକଙ୍କର ଝିଅ ବିଭାଘର ହେଲେ ସେ ସମସ୍ତ ଖର୍ଚ୍ଚ ବୁଝୁଥିଲେ। ଗାଁ ରେ ଶବ ଦାହ ହେଲେ ମୁରଲୀ ଧର ଦେଙ୍କୁ ଆଗେ ଦେଖିବାକୁ ମିଳେ। ତାଙ୍କର ମିଶ୍ଠ। ଭାଷା ଏବଂ ସମସ୍ତ କାର୍ଯ୍ୟ ରେ ସହୋଜଗ ଜୀବନ ର ଭୁଲି ହଉ ନାହିଁ। ତାଙ୍କର ପୁତ୍ର ତରୁଣ କୁମାର ଦେ ସେହି ପରି ସମାଜ ସେବା ରେ ନିୟୋଜିତ ଅଛନ୍ତି। ତରୁଣ କୁମାର ଦେ ଆଗାମୀ ଦିନରେ ମୋରଡ।ର ବିଧାୟକ ପ୍ରାର୍ଥୀ ହେବେ ବୋଲି ସବୁ ଆଡ଼େ ଚର୍ଚ୍ଚା ଆଲୋଚନ। ଚାଲିଛି।(ବିଭୁତି ରାଉତ୍ )
