ଖୋର୍ଦ୍ଧା ମଳିପଡ଼ା ପିଆଜି ଦୋକାନୀ ପରିଆ ନନା
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ମଳିପଡ଼ା ସୋସାଇଟି ଛକ ପରିଆ ନନା ପିଆଜି ଦୋକାନୀ କହିଲେ ପାଖା ପାଖି ଲୋକ ସମସ୍ତେ ଜାଣନ୍ତି,ନବେ ଦଶକରୁ ଏହି ପୁରୁଣା ଦୋକାନ, ସନ୍ଧ୍ୟାବେଳେ ଆସର ଯମେ, ଲୋକ ମାନଙ୍କର ଗରମ ଚାକୁ ଗରମ ପିଆଜି ଭାରି ବଢିଆ ଲାଗେ, ପେପେର ପଢା ସେଇ ପୁରୁଣା ରେଡ଼ିଓ ଆଜି ପଯ୍ୟନ୍ତ ଅଛି, ଲୋକ ଙ୍କର ଗୁଲି ଖଟି ହୋଇଥାଏ ଦେଶ ବିଦେଶ ଗାଁ, ରାଜନୀତି ପ୍ରତେକ ଖବର,ଆଜି ମଧ୍ୟ ସେହି ଦୋକାନ ଅଛି , ଚାରିଆଡେ ଦୋକାନ ବଜାର ବଢିଥିଲା ସତ୍ୱେ ତାଙ୍କର ପିଆଜି ପାଗ ଆଜି ମଧ୍ୟ ସେମିତି ଲାଗୁଛି, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଏଠାରେ ଖଟି କରିଥାନ୍ତି, ସେ ପୁରୁଣା ଦିନର କଥା ମନ ପକାଏ ସଭିଙ୍କର,
