March 12, 2026

କୋଟପାଡ଼ ଅଞ୍ଚଳରେ ବିଧାୟକ ଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯକ୍ରମ I ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସର ରେ ଗୋଟିଏ ଗଛ ମାଆ ଙ୍କ ନାମରେ

IMG-20250917-WA0040
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସର ରେ ଏକପେଡ ମାଆ କେ ନାମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରୁପୁ ଭତରା ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ ବିଭିନ୍ନ ରକମ ର ବୃକ୍ଷ ରୋପଣ କରିଥିଲେ I ଅନୁରୂପ ଭାବରେ ବନ ବିଭାଗ ଉଦ୍ୟାନ ଓ ଢ଼ାମଣାହାଣ୍ଡି ଖେଳ ପଡିଆ ରେ ମଧ୍ୟ ବୃକ୍ଷ ରୋପଣ କରାଯାଇଥିଲା. ଅନ୍ୟ ମାନଙ୍କ ମଧ୍ୟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରଇନ ଟେଣ୍ଡେଣ୍ଟ ଡ଼ା ସାରଥୀ ପ୍ରସାଦ ମୁନି.କଲେଜ ପ୍ରିନସିପାଲ ଶେସାନନ୍ଦ ମିଶ୍ର. ବିଡ଼ିଓ ସନ୍ଧ୍ୟା ସମରଥ. ରେଞ୍ଜର ବିଦ୍ୟୁତ ବିଶ୍ୱାସ.ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି. ଉଦ୍ୟାନ ବିଭାଗ ଅଧିକାରୀ ବିଜୟ କୁମାର ମାହୁନ୍ତ. ସାଂସଦ ପ୍ରତି ନିଧି ରମେଶ୍ୱେର ଜେନା. ବ୍ଲକ ଅଧକ୍ଷା କୋମଳା ଭତରା. ଉପାଧକ୍ଷ ବାବୁଲି ପାଣି ଗ୍ରାହି. ଫୋରେଷ୍ଟ ମିହିର କାନ୍ତ ପ୍ରଧାନ. ଏନଏସି ଅଧକ୍ଷ ସଙ୍କର ରାଓ. ମିନୁ ରଥ. ଚିନୁ ମହାପାତ୍ର.ଫୋର୍ମାସିଷ୍ଟ ସ୍ୱର୍ଯ୍ୟକାନ୍ତ ପାଢ଼ୀ,ବ୍ଲକ ମଙ୍ଗଳ ଅଧିକାରୀ ଆକାଶ ଜେନା,ଓମ ପ୍ରକାଶ ଦାସ.ଭୋଳା ନାଥ ପନକା,ପ୍ରକାଶ ପାଢ଼ୀ. ମୁନା ମହାନ୍ତି ପ୍ରମୁଖ ଏହି କାର୍ଯକ୍ରମ ରେ ସାମିଲ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.