September 29, 2024

ମଙ୍ଗଳ ବିଭାଗ ରେ ପ୍ରଧାନ ଶିକ୍ଷକ ବିଶିକେଶନ ଙ୍କୁ ଡ଼କ୍ଟରେଟ ଉପାଧିରେ ସମ୍ମାନିତ

Share

ରାୟଗଡା :ରାଜ୍ୟ ଅନୁସିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାୟଗଡା ଜ଼ିଲ୍ଲା କୈଳାଶପୁର ଉଚ୍ଚ ମାଧ୍ୟମିକ ସ୍କୁଲ ର ପ୍ରଧାନ ଶିକ୍ଷକ ବିଶିକେଶନ ବାଘ ଙ୍କୁ ସମାଜ ସେବା ଓ ଆଦିବାସୀ ଶିକ୍ଷା ପ୍ରଦାନ କରୁଥିବାରୁ ପିଏଚଡି ବା ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି ଲସରୀ ବାଘ 2018 ଟେ ଉତ୍କବିଶ୍ୱବିଦ୍ୟାଳୟ ରୁ ଏମଏସଡ଼ବ୍ଲୁ ରେ ଡିଗ୍ରୀ କରିଥିବା ବେଳେ କେନେଡି ବିଶ୍ୱବିଦ୍ୟାଳୟ ରୁ ସମାଜ ସେବା ଓ ଆଦିବାସୀ ଶିକ୍ଷା ରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ l ଗତ 8 ତାରିଖରେ ନୂଆଦିଲ୍ଲୀ ସ୍ଥିତ ସବରକୁଣ୍ଡ ସଭାଗୃହ ରର ଓଡିଶା ରୁ 3 ଜଣ ଓ ସମଗ୍ର ଭାରତ ବର୍ଷର ସମଗ୍ର ରାଜ୍ୟରୁ 40 ଶ୍ରୀଲଙ୍କା ରୁ 4,କାଠମାଣ୍ଡୁ ରୁ 4ଜଣ ଓ ବାଂଲାଦେଶ ରୁ 2 ଜଣଏହି ପରି ସର୍ବମୋଟ 52 ଜଣ ଙ୍କୁ ବିଭିନ ବିଷୟରେ ପିଏଚଡି ଦିଗରୁ କେନେଡି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିଲା ଲବାଘ ଏହୁ ଡିଗ୍ରୀ ପାଇଥିବାରୁ ତାଙ୍କ ସାଙ୍ଗ ସାଥି, ବନ୍ଧୁ ବର୍ଗ ପରିବାର ଓ ସହକର୍ମୀ ମହଲ ରେ ଉତ୍ସାହହିତ ହୋଇ ପ୍ରଶଂସା କରିବା ସହ ଶୁଭକାମନା ଜଣାଇଛନ୍ତି l ଓଡିଶା ସରକାର ଙ୍କ ପୂର୍ବତନ ଆଦିବାସୀ ଓ ହରିଜନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାୟଗଡା ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ ଅଭିନନ୍ଦନ ଜଣାଇଛନ୍ତି l
ରାୟଗଡା ରୁ ଅମୁଲ୍ୟ. ନିଷଙ୍କ ଙ୍କ ରିପୋର୍ଟ