January 30, 2025

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ଙ୍କ କୋଟପାଡ଼ ଗସ୍ତ

Share

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ଙ୍କ କୋଟପାଡ଼ ଗସ୍ତ

କୋରାପୁଟ ଜ଼ିଲ୍ଲା ଗସ୍ତ ରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପଙ୍ଗ ରାଓ ଆଜି ଜ଼ିଲ୍ଲା ଗସ୍ତ ରେ ଆସି ଥିବା ବେଳେ. ସ୍ଥାନୀୟ ବିଧାୟି କା ଶ୍ରୀମତୀ ପଦ୍ମିନୀ ଦିଆଙ୍କ ଅନୁରୋଧ କ୍ରମେ କୋଟପାଡ଼ ପହଞ୍ଚି ଗୁମୁଡ଼ା ଓ ଚିର୍ମା ଅଟାଳ ଜମି କୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହି ଥିବା ବିବାଦ ର ସମାଧାନ ଲାଗି ସେଠାକୁ ଯାଇ କ୍ଷେତ୍ର ପରି ଦର୍ଶନ କରି ତୁରନ୍ତ ଏକ ରିପୋର୍ଟ. ତିଆରି କରି ପ୍ରଦାନ କରିବା ପାଇଁ ତହସିଲ ଦାର ଙ୍କୁ ନିର୍ଦେଶ ଦେଇ ଥିବା ଜଣା ଯାଇଛି. ନବରଙ୍ଗପୁର ଜ଼ିଲ୍ଲା ଚିର୍ମା ଓ କୋରାପୁଟ ଜ଼ିଲ୍ଲା ଗୁମୁଡ଼ା ଗ୍ରାମର ଦୀର୍ଘ ବର୍ଷ ର ବିବାଦ ର କାରଣ କୁ ଏସ ଡି ସି ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ ପୁଙ୍ଖାନୁପୁଙ୍ଖ ଭାବରେ କମିଶନ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ I ଏହା ପରେ ରାଜ ପଥ ଡାକ ବଙ୍ଗଳା ଠାରେ ବଏ ପାସ ରାସ୍ତା କୁ ନେଇ ଆଲୋଚନା ହୋଇଥିଲା. କମିଶନ କହିଲେ ଯେ ଜମି ଅଧିଗ୍ରହଣ ଓ କ୍ଷତି ଗ୍ରସ୍ତ ଙ୍କୁ କ୍ଷତି ପୂରଣ ପ୍ରଦାନ ଚାଲିଛି. ତେଣୁ ପରି ବର୍ତ୍ତନ ସମ୍ଭବ ନୁହେଁ I ଟ୍ରାଫିକ ସମାସ୍ୟ କୁ ନେଇ ରାଜ ପଥ ବିଭାଗ ଓ ପ୍ରଶାସନ ର ପଦକ୍ଷେପ କୁ ଜନ ସାଧାରଣ ରେ ସ୍ୱାଗତ କରାଯାଇଥିବା ଜଣା ଯାଇଛି I ତହସିଲଦାର ଶ୍ରୀ ଶକ୍ତି ମହା ପାତ୍ର. ଉପ ଜ଼ିଲ୍ଲା ପାଳ. ବେଦ ବର ପ୍ରଧାନ ଙ୍କ ସମେତ,ଆଜିର କାର୍ଯ୍ୟକ୍ରମ ରେ ବିଧାୟି କା ଶ୍ରୀମତୀ ପଦ୍ମିନୀ ଦିଆନ. ଓକିଲ ସଂଘ ର ସଭା ପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ପୂର୍ବ ତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ସୁଧୀର ମହାନ୍ତି. ଉମେଶ ଚନ୍ଦ୍ର ବ୍ରହ୍ମା. ତ୍ରିପତି ବାଲାଜୀ ମହାନ୍ତି. ଚୈତନ ମାଝୀ ଏବଂ ଗ୍ରାମ ବାସୀ ମାନେ ଉପସ୍ଥିତ ଥିବା ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I