March 17, 2026

ପୁରୀରେ କାଳିଆ ଦର୍ଶନ କରିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ

IMG-20260317-WA0014
Share

 

ଗତକାଲି ରାଜ୍ୟସଭା ନିର୍ବାଚନ ରେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ବିଧାୟକମାନେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇଥିଲେ l ଗତକାଲି ସନ୍ଧ୍ୟାରେ ଦିଲ୍ଲୀପ ରାୟ ପୁରୀ ଆସି ନିଜ ହୋଟେଲ ମେଫେୟାର ରେ ଥିଲେ ସେଠାରେ ତାଙ୍କୁ ବିପୁଳ ସମ୍ବୋର୍ଦ୍ଧନା ଦିଆଯାଇଥିଲା l ଆଜି ସକାଳୁ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଶ୍ରୀମନ୍ଦିର ଆସି କାଳିଆ ଦର୍ଶନ କରି ଫେରିଯାଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l