March 18, 2025

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ‘ଦି ବ୍ଲିଙ୍କ୍’ ର ୩ୟ ବାର୍ଷିକ ଉତ୍ସବ ତଥା “ୟେ ଶାମ୍ ଶହୀଦୋଁ କେ ନାମ୍” କାର୍ଯ୍ୟକ୍ରମରେ ଯୋଗଦେଇ ଦେଶମାତୃକାର ସୁରକ୍ଷା ତଥା ଅଖଣ୍ଡତା ପାଇଁ ପ୍ରାଣବଳି

Share

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ‘ଦି ବ୍ଲିଙ୍କ୍’ ର ୩ୟ ବାର୍ଷିକ ଉତ୍ସବ ତଥା “ୟେ ଶାମ୍ ଶହୀଦୋଁ କେ ନାମ୍” କାର୍ଯ୍ୟକ୍ରମରେ ଯୋଗଦେଇ ଦେଶମାତୃକାର ସୁରକ୍ଷା ତଥା ଅଖଣ୍ଡତା ପାଇଁ ପ୍ରାଣବଳି ଦେଇଥିବା ଅମର ଶହୀଦଙ୍କୁ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ Sampad Swain ପ୍ରଣାମ ଜଣାଇଥିଲେ l ଦେଶର ସୀମାରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ବୀର ସୈନିକ ମାନଙ୍କର ସାହସ, ତ୍ୟାଗ, ସମର୍ପଣ, ବୀରତ୍ବ ଓ ବଳିଦାନ ସର୍ବଦା ଆମ ପାଇଁ ପ୍ରେରଣାଦାୟୀ l

 

ମୋଦୀ ସରକାର ଆସିବା ପରେ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସିଡିଏସ୍ ପଦବୀ ଗଠନ କରାଯିବା ସହ ତେଜସ, ଆଡଭାନ୍ସ ଲାଇଟ୍ ହେଲିକପ୍ଟର, ବିନାଶକାରୀ ବୁଡ଼ାଜାହାଜ, ଅର୍ଜୁନ ଟ୍ୟାଙ୍କ, ଅଗ୍ନି-୫ କ୍ଷେପଣାସ୍ତ୍ର ଭଳି ଅତ୍ୟାଧୁନିକ ଉପକରଣ ମାନ ଯୋଗାଇ ଦିଆଯାଉଛି l ଆମର ସେନା ସଶକ୍ତ ହେଲେ, ବିକଶିତ ଭାରତର ସ୍ଵପ୍ନ ସାକାର ହୋଇପାରିବ l

You may have missed