ଆଜିର ଖବର
*╭───────────────────╮*
*🌄ସକାଳର ଖବର, ୧୭-ମାର୍ଚ୍ଚ-୨୦୨୩, ଶୁକ୍ରବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଡ୍ରାଇଭର ଆନ୍ଦୋଳନ ଯୋଗୁଁ ରାସ୍ତାରେ ଟ୍ରକ୍, ବଜାରରେ ନିଆଁ ! ପେଟ୍ରୋଲ, ଡିଜେଲ କିଛି ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହେଲା ଠପ୍ l
➡️୨-ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା, ୩ ମାସ ସମୟ ନେଲେ ସରକାର, ଆନ୍ଦୋଳନ ହେଲା ସ୍ଥଗିତ l
➡️୩-ସୋସିଆଲ ମିଡିଆରେ ଟ୍ରେଣ୍ଡକଲା ‘ଶଙ୍ଖ ମୋ ଗର୍ବ, ପୋଷ୍ଟ କରୁଛନ୍ତି ବିଜେଡି ନେତା, କର୍ମୀ ଓ ସମର୍ଥକ l
➡️୪-ୟୁନିଫର୍ମ ଛାଡି ପ୍ରତିବାଦ କଲେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ସ୍କୁଲକୁ ଆସି ପାଠ ପଢ଼ାଇଲେ, କିନ୍ତୁ ପିନ୍ଧିଲେନି ୟୁନିଫର୍ମ l
➡️୫-ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ୨୦ ଯାଏ କୋହଲା ରହିବ ପାଗ, ୧୮ରେ କୁଆପଥର ବର୍ଷା l
➡️୬-ଆସନ୍ତା ମେ ୨୯ରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ୯ ବର୍ଷ ପୂରିବ। ଏ ନେଇ ଅନୁଷ୍ଠିତ ହେବ ବ୍ୟାପକ କାର୍ଯ୍ୟକ୍ରମ l ଗଠନ ହେଲା ୧୫ ଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ନେଇ ଏକ ଟିମ୍ l
➡️୭-ଆଜିଠାରୁ ଆରମ୍ଭ ହେବ ଦିଲ୍ଲୀ ବଜେଟ ଅଧିବେଶନ: ଉପସ୍ଥାପନ କରିବେ ନୂତନ ଅର୍ଥମନ୍ତ୍ରୀ l ଏହି ବଜେଟ ଅଧିବେଶନ ସକାଳ ୧୧ଟାରୁ ଆରମ୍ଭ ହେବ।
➡️୮-ଜବରଦସ୍ତ ଅଫର୍ ଆଣିଲା ବିଏସଏନଲ, 397 ଟଙ୍କାର ପ୍ଲାନ୍ ରେ ଗ୍ରାହକ ପାଇବେ ଏଣିକି ଛଅ ମାସ ଅସୀମିତ ଡାଟା, କଲ ଓ ଦୌନିକ ୧୦୦ SMSର ସୁବିଧା l
➡️୯-ପ୍ରକାଶ ପାଇଲା ଚଳିତ ବର୍ଷର ଅସଲି ଖଡୀରତ୍ନ ପଞ୍ଜିକା l
➡️୧୦-ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ବଲିଉଡର ସୁପର ହିଟ୍ ଚଳଚ୍ଚିତ୍ର ‘ହେରା ଫେରି’ର ସିକୁଏଲ ‘ହେରା ଫେରି ୩’। ‘ହେରା ଫେରି ୩’ରେ କମେଡି କରିବେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ।
➡️୧୧-ସ୍ୱଦେଶୀ ହତିଆରେ ଶକ୍ତିଶାଳୀ ହେବ ଭାରତୀୟ ସେନା, ୭୦ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ l
➡️୧୨-ଲମ୍ବା ପଦଯାତ୍ରାରେ ଯାଇଥିବା ଚାଷୀଙ୍କ ସମସ୍ତ ଦାବିକୁ ଗ୍ରହଣ କଲେ ମହାରାଷ୍ଟ୍ର ସରକାର ଆଜି ଗୃହରେ ବିବୃତ୍ତି ଦେବେ ମୁଖ୍ୟମନ୍ତ୍ରୀ l
➡️୧୩-ବଢୁଛି କରୋନା ମାମଲା, ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର l
➡️୧୪-ବିବାଦ ଭିତରେ ସଂସଦ ଆସିଲେ ରାହୁଲ। କହିଲେ, ସୁଯୋଗ ଦେଲେ ସଂସଦରେ କହିବେ।
➡️୧୫-ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ୨୦ ମାର୍ଚ୍ଚରେ ହାଜର ପାଇଁ କେ କବିତାଙ୍କୁ ସମନ୍ କଲା ଇଡି।
➡️୧୬-ବାଇଡେନ୍ ସରକାରଙ୍କ ଧମକ, ବ୍ୟାନ୍ ହେବ ଟିକ୍ଟକ୍ l
➡️୧୭-ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ୍ଙ୍କ ଇସ୍ତଫା, କେ କ୍ରିତ୍ତିବାସନ୍ ଇନ୍-ଚାର୍ଜ ହେଲେ ସିଇଓ ନିଯୁକ୍ତ l
➡️୧୮-ଆମେରିକା ସରକାରରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ, ବାୟୁସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ହେବେ ରବି ଚୌଧୁରୀ l
➡️୧୯-ଭାରତ-ଅଷ୍ଟ୍ରେଲିଆ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳାର ଅନ୍ତଃ ପରେ ଆଜିଠାରୁ ଆରମ୍ଭ ହେବ ଦିନିକିଆ ଶୃଙ୍ଖଳା l ପ୍ରଥମ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ନ ଥିବାରୁ ହାର୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ବ ନେବେ।
➡️୨୦-୧୯ ବର୍ଷ ଯାତ୍ରାରେ ପୂର୍ଣ୍ଣଚ୍ଛେଦ; ଅମ୍ପାୟାରିଂରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଅଲୀମ ଦାର, ଆଉ ୨ ଜଣ ICC ଏଲିଟ୍ ପ୍ୟାନେଲ୍ରେ ହେଲେ ସାମିଲ୍ l
➡️୨୧-ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଲେ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଜାତୀୟ ପ୍ରାକ୍ ବିଦ୍ୟାଳୟ ଶିକ୍ଷକ ପ୍ରଶଂସା ଦିବସ ll*
*🔅ଆଜି ଡାକ୍ତର-ରୋଗୀ ବିଶ୍ୱାସ ଦିବସ ।।*
*🔅ଆଜି ପଳାୟନ ଦିବସ ll*
*🔅ଆଜି ଗାଳିଗୁଲଜ ଏବଂ ହିଂସା ବିରୋଧରେ ଜାତୀୟ କାର୍ଯ୍ୟ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*