June 8, 2025

ଚାଷ ଜମିରେ ନୂତନ ରାସ୍ତା ନିର୍ମାଣକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ..

Share

ବେଗୁନିଆ,(ଉପାନ୍ତ ଖବର): କେଗୁନିଆ ଗ୍ରାମରେ ଏକ ଘରୋଇ ପ୍ରତିଷ୍ଠାନର ନୂତନ ରାସ୍ତା କୁ ନେଇ ଦାନା ବାନ୍ଧୁଛି ଜନଆନ୍ଦୋଳନ। ବେଗୁନିଆ ବ୍ଳକ ବେଗୁନିଆ ଠାରେ ଏକ ଘରୋଇ ପ୍ରତିଷ୍ଠାନର ନୂତନ ରାସ୍ତା ଟି ବହୁତ ଚାଷ ଜମି ଦେଇ ଯାଉଥିବାରୁ ଚାଷିମାନଙ୍କ ଭିତରେ ଅସନ୍ତୋସ ପ୍ରକାଶ ପାଇଛି ଏହି ରାସ୍ତାକୁ ନବଦଳାଇଲେ ଆଗାମି ଦିନରେ ଚାଷିମାନେ ଏହାର ଘୋର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନି ଦେଇଛନ୍ତି।

 

 

ରିପୋର୍ଟ-ମାନସ ରଂଜନ କର।

You may have missed