September 29, 2024

ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା

Share

ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା
ବୁଗୁଡା,୧୬/୧୦(ଇମିସ ):ବୁଗୁଡ଼ା ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ନିକଟସ୍ଥ ବଙ୍କେଶ୍ୱରୀ ମନ୍ଦିର ଠାରେ ଅନୁଷ୍ଠିତ ନିର୍ବାଚନରେ ନୂତନ ସଭାପତି ଭାବେ ଭି. ରାଜେନ୍ଦ୍ର ରାଓ ଦୋରା, ଉପସଭାପତି ଭାବେ ସରୋଜ କୁମାର ସାହୁ, ସମ୍ପାଦକ ଭାବେ ଦୀପକ କୁମାର ଦାଶ, ସହ ସମ୍ପାଦକ ଭାବେ ହୃଷିକେଶ ପାଣି ଓ କୋଷାଧକ୍ଷ ଭାବେ ଯଶ କେତନ ପୃଷ୍ଟି,ଷ୍ଟାଣ୍ଡ ସମ୍ପାଦକ ଭାବେ ସୂର୍ଯ୍ୟ ଗୌଡ଼ ଓ ଉପଦେଷ୍ଟା ଭାବେ ନୀଳାଞ୍ଚଳ ପଣ୍ଡା, ସନ୍ତୋଷ କୁମାର ପାତ୍ର, ପ୍ରମୋଦ କୁମାର ମହାପାତ୍ର, ବଳରାମ ପାଣିଗ୍ରାହୀ ମନୋନୀତ ହୋଇଥିଲେ l ବୈଠକରେ କୋରା ମଣି ରାଉଳ, ରାଜେନ୍ଦ୍ର କୁମାର ପଲେଇ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଜଗଦୀଶ ଆଚାରୀ, ସିମାଞ୍ଚଳ ଜେନା, ବଚନ ପଲେଇ ପ୍ରମୁଖ ବସ ମାଲିକ ଉପସ୍ଥିତ l

You may have missed