June 17, 2025

ଅତାବିରା ଭିଏସଏସ ନଗରରେ ସାମାନ୍ୟ ବର୍ଷାରେ ଘରେ ଆଣ୍ଠୁଏ ପାଣି,

IMG-20250616-WA0055
Share

 

ଅତାବିରା ଏନଏସି ଅଧିନ ୨ ନମ୍ବର ଓ୍ବାର୍ଡ ଭିଏସଏସ ନଗର ତହସିଲ ପଛପଟେ ପାଣି ନିଷ୍କାସନ କରିବା ପାଇଁ ଡ୍ରେନର ସୁବିଧା ନ ଥିବାରୁ ସାମାନ୍ୟ ବର୍ଷାରେ ଘର ଭିତରେ ଆଣ୍ଠୁଏ ପାଣି ଜମି ରହୁଛି ଯାହା ଫଳରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେଣୁ ଡ୍ରେନର ସୁବିଧା କରିବା ପାଇଁ ପଡାବାସୀ ଦାବୀ ଜଣାଇଛନ୍ତି |