December 18, 2024
Share

 

 

 

 

୧-ଦୁଇ IITର ଉଦବେଗଜନକ ରିପୋର୍ଟ: କେନ୍ଦ୍ରାପଡା ଅତି ପ୍ରବଳ ବନ୍ୟା -ମରୁଡି ପ୍ରବଣ ଜିଲ୍ଲା।

 

୨-ଆସନ୍ତାକାଲି ଲୋକସଭାରେ ଆଗତ ହେବ ‘ଏକ ଦେଶ, ଏକ ନିର୍ବାଚନ’ ବିଧେୟକ।

 

୩-ମାଲକାନଗିରିରେ ୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

 

୪-ଖସୁଛି ପାରଦ,ସାରା ରାଜ୍ୟରେ ପ୍ରବଳ ଶୀତ, ୨୦ରୁ ଅଧିକ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।

 

୫-ଭୁବନେଶ୍ୱର:୨୬ ସଫଳ ଚାଷୀଙ୍କୁ ମିଳିଲା କୃଷକ ରତ୍ନ ସମ୍ମାନ, ଜୈବିକ ପଦ୍ଧତିରେ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।

 

୬-ବଲାଙ୍ଗୀର:ମରଣ ମୁହଁରୁ ଫେରି ପୋଲିସ ସ୍ୱାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କନେଷ୍ଟବଳ ପତ୍ନୀ, ନିଜ ସାଙ୍ଗ ସହ ମିଶି କରୁଥିଲେ ହତ୍ୟା ଉଦ୍ୟମ!

 

୭-ଆଳୁ ଦର ଅହେତୁକ ବୃଦ୍ଧି ଭିତରେ ଖାଉଟିଙ୍କ ପାଇଁ ଆସିଲା ଖୁସି ଖବର; ସରକାରୀ କଂଟ୍ରୋଲରେ ୩୦ ଟଙ୍କାରେ ମିଳୁଛି କେଜିଏ ଆଳୁ।

 

୮-କଟକ ବାଲିକୁଦା ଅଞ୍ଚଳରେ ସିରିଜ କାର ଦୁର୍ଘଟଣା,୫ଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ

 

୯-ସାଲେପୁର, ନାଳିଆ ମୁହଁ ଛକ:ବାଇକ୍‌କୁ ଧକ୍କା ଦେଇ ୧୦୦ମିଟର ଘୋଷାଡ଼ି ନେଲା ବସ୍, ଦୁଇ ଗୁରୁତର।

 

୧୦-କଟକ ମଧୁପାଟଣା ଛକ ନିକଟରେ

ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର।

 

୧୧-ମୟୂରଭଞ୍ଜ:ବିଚାରପତିଙ୍କ ଜାଲ ଦସ୍ତଖତ କରି ଲୁଟିନେଲେ ମୃତ ଯବାନଙ୍କ ପେନସନ୍ ଟଙ୍କା, ୫ ଗିରଫ।

 

୧୨-ପାହାଳ:ରାଜଧାନୀରେ ପୁଣି ମାତିଲେ ଲୁଟେରା, ୪ ଡୁପ୍ଲେକ୍ସରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟ।

 

୧୩-ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା, IAS ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇର ଜେରା।

 

୧୪-ଝାରସୁଗୁଡା:ମଶା ତେଲ ଦୁର୍ନୀତି ମାମଲା,୬୧ ଲକ୍ଷ ୪୪ ହଜାର ୬ଶହ ଟଙ୍କାର ହେରଫେର ଅଭିଯୋଗ, ୪ ଗିରଫ।

 

୧୫-କିଟ୍‍ ବିଶ୍ୱବିଦ୍ୟାଳୟରେ ପଞ୍ଚମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ପ୍ରଥମ ଦିନରେ ପ୍ରଦର୍ଶିତ ହେଲା ୧୭ଟି ଭାଷାର ଚଳଚିତ୍ର।

 

୧୬-ନୂଆ ଦିଲ୍ଲୀ:ପି.ଭି.ସିନ୍ଧୁଙ୍କର ହେଲା ନିର୍ବନ୍ଧ, ୨୨ ଡିସେମ୍ବରରେ କରିବେ ବିବାହ।

 

୧୭-ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନ । ଶ୍ବଶୁରଘର ଲୋକ ଫେରାର..।

 

୧୮-ଯାହା ବି କିଛି ହେଲା, ସେଥିପାଇଁ ‘ସରି’…ମୁଁ ଆଇନକୁ ସମ୍ମାନ କରୁଛି । ଜେଲରୁ ବାହାରିବା ପରେ ଏମିତି କହିଲେ ‘ପୁଷ୍ପାରାଜ୍’ ଅଲ୍ଲୁ ଅର୍ଜୁନ୍।

 

୧୯-ଉତ୍ତରପ୍ରଦେଶ:ମହାକୁମ୍ଭ ପାଇଁ ଆସିବେ ୪୦ କୋଟି ଶ୍ରଦ୍ଧାଳୁ, ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ଲାଗିଛି ସରକାରଙ୍କ ଜୀ-ଜାନ୍।

 

https://www.facebook.com/share/p/1BPBhRGjq8/

 

୨୯-ପୁଣି ଶମ୍ଭୁସୀମାରେ ଗର୍ଜିବା ଆରମ୍ଭ କରିଛନ୍ତି ଚାଷୀ । ୧୬ରେ ଟ୍ରାକ୍ଟର ରାଲି ଓ ୧୭ରେ ରେଳ ରୋକ କରିବାକୁ ଘୋଷଣା।

 

୨୧-ଦକ୍ଷିଣ କୋରିଆରେ ରାଜନୈତିକ ଅସ୍ଥିରତା । ରାଷ୍ଟ୍ରପତି ପଦରୁ ବିଦା ହେଲେ ରାଷ୍ଟ୍ରପତି ୟୁ-ସୁକ-ୟୋଓଲ।

 

୨୨-ବର୍ଷା ଧୋଇଦେଲା ବ୍ରିସବେନ ଟେଷ୍ଟର ପ୍ରଥମ ମ୍ୟାଚ୍ । ୧୩ଓଭର ଖେଳି ଅଷ୍ଟ୍ରେଲିଆର ୨୮ରନ।

 

 

 

 

*🙏 ସୁପ୍ରଭାତ🙏*