September 26, 2026

ମୋହନା ମୋହତ୍ସବ ନିମନ୍ତେ ମଶାଲ ଶୋଭାଯାତ୍ରାରେ ସହଯୋଗ ନିମନ୍ତେ ବିଡିଓ ହଳଧର ଶବରଙ୍କ ନିବେଦନ

uyt7yy
Share

ଗଜପତି ଜିଲ୍ଲା ମୋହନା ବ୍ଲକରେ ୧୭ ଓ ୧୮ ତାରିଖ ଦୁଇଦିନ ଆଡମ୍ବର ସହ ମୋହନା ମୋହ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୧୭ ତାରିଖ ପ୍ରଥମ ଦିନରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ବାସିନ୍ଦା ସହ ରାଜନେତା, ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ, ସରକାରୀ ଓ ବେସରକାରୀଅଧିକାରୀ, ବଣିକ ସଂଘ, ସାମ୍ବାଦିକ ସଂଘ, ଯୁବକ ସଂଘ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ ସହ ସମସ୍ତ ସମାଜ ସେବୀ ଏହି ମଶାଲ ଶୋଭାଯାତ୍ରାରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ମୋହନା ମୋହଉତ୍ସବ ଆଡମ୍ବର ସହ ହେବାକୁ ଯାଉଛି ଏହାର ସୁଯୋଗ ନେବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପ୍ରତି ଦୃଷ୍ଟି ଦେଇ ଉପଭୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି।

You may have missed