March 10, 2026

ଗଞ୍ଜାମ ଶାଖା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ପକ୍ଷରୁ ରକ୍ତଦାନ ଶିବିର -68 ୟୁନିଟ ରକ୍ତ ସଂଗ୍ରହ

IMG-20250915-WA0058
Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହ ପରିସରରେ ରବିବାର ଦିନ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ ଗଞ୍ଜାମ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଲକ୍ଷ୍ମୀ ନୃସିହିଂ ଗୋଶାଳା ଏବଂ ଆଦିତ୍ୟ ବିର୍ଲା ସହଯୋଗରେ ଆୟୋଜିତ ଶିବିରରେ 68 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଗଞ୍ଜାମ ପୂର୍ଵ ପ୍ରଖଣ୍ଡ ସଂଯୋଜକ ପ୍ରଭାତ ସାହୁ ଏବଂ ସହ ସଂଯୋଜକ କେ. ଏଲେୟା ରେଡି, ମନୋଜ ପ୍ରଧାନ ଓ ଗଙ୍ଗା ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ,ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ ସହ ସମ୍ପାଦକ ଭୂପିନ୍ଦର ଆଚାର୍ଯ୍ୟ,ପୂର୍ବପାନ୍ତ ସହ ସମ୍ପାଦକ ଉମା ଶଙ୍କର ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ଅଜିତ କୁମାର ମହାପାତ୍ର, ସମର୍ସଥା

ପ୍ରମୁଖ ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ରବି ନାରାୟଣ ବେହେରା ବିଶ୍ୱହିନ୍ଦୁ ପରିଷଦ ବ୍ରହ୍ମପୁର ମହାନଗର ନିଗମ ସଭାପତି ଡ଼ଃ. ସମରେନ୍ଦ୍ର ସାହୁ, ବିଶ୍ୱହିନ୍ଦୁ ପରିଷଦ ବ୍ରହ୍ମପୁର ମହାନଗର ନିଗମ ସମ୍ପାଦକ କେଦାରନାଥ ପଣ୍ଡା ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଅଜୟ ବେହେରା, ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ସହ ସଂଯୋଜକ ରୋସନ ସାହୁ, ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ମିଳନ କେନ୍ଦ୍ର ପ୍ରମୁଖ ଆଲୋକ ସାହୁ, ବ୍ରହ୍ମପୁର ମହାନଗର ନିଗମ ବଜରଙ୍ଗ ଦଳ ସଂଯୋଜକ ତୋଫା ସାବତ, ବ୍ରହ୍ମପୁର ମହାନଗର ନିଗମ ବଜରଙ୍ଗ ଦଳ ସଂଯୋଜକ ସୀତାରାମ ବେହେରା, ଯୁବନେତା ଲିଙ୍ଗରାଜ ମହାପାତ୍ର, ନାଏବ ସରପଞ୍ଚ କେ. ଭୋବିନି ରେଡି ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ଜଣେ ମହିଳା ରକ୍ତଦାତା ହିସାବରେ 10 ନମ୍ବର ୱାର୍ଡ କାଉନସିଲର ସୁଜାତା ମହାନ୍ତି ରକ୍ତଦାନ କରିଥିଲେl l

ଜିତୁ ବାରିକ କାଳିଆ ଗୌଡ଼, ଲିଲୁ ତରାଇ, , ଶ୍ଵେତ ପ୍ରଧାନ, କାର୍ଯ୍ l ବିଶ୍ୱ ହିନ୍ଦୁ ପରିଷଦ ର ସଭାପତି କୃଷ୍ଣ ଚନ୍ଦ୍ର ପରିଡା, ସଂପାଦକ ପ୍ରଭାତ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ l