March 10, 2026

ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ସୋରଡ଼ା ସହର ଆରଧ୍ୟ୍ୟ ଶ୍ରୀ ଶ୍ରୀ ମା କନ୍ଧୁଣୀ ଦେବୀଙ୍କ କଣ୍ଟା ପିଢା ଯାତ୍ରା ମହୋତ୍ସବ ଅବସରରେ ମା’ କନ୍ଧୁଣୀଦେବୀ ନାଟ୍ୟକଳା ପରିଷଦର ପ୍ରଥମ ଅବଦାନରେ ମଞ୍ଚସ୍ତ

IMG-20250915-WA0016
Share

      ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ସୋରଡ଼ା ସହର ଆରଧ୍ୟ୍ୟ ଶ୍ରୀ ଶ୍ରୀ ମା କନ୍ଧୁଣୀ ଦେବୀଙ୍କ କଣ୍ଟା ପିଢା ଯାତ୍ରା ମହୋତ୍ସବ ଅବସରରେ ମା’ କନ୍ଧୁଣୀଦେବୀ ନାଟ୍ୟକଳା ପରିଷଦର ପ୍ରଥମ ଅବଦାନରେ ମଞ୍ଚସ୍ତ ହୋଇଥିବା ଶ୍ରେଷ୍ଠ ସାମାଜିକ ନାଟକ ‘ହଜିଲା ସିନ୍ଦୁର ଶୁଭ ରାତିରେ’ ମଞ୍ଚ ର ଶୁଭ ଉଦ୍ଘାଟନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ |

 

ଆଜିର ନାଟକ ମାଧ୍ୟମରେ ଆମ ପୁରାତନ କଳା,ସଂସ୍କୃତି ଏବଂ ଐତିହ୍ୟର ଶୋଭାମଣ୍ଡନ ହେବା ସହ ନୂତନ ପିଢ଼ି ନୈତିକତାର ଶିକ୍ଷା ମଧ୍ୟ ଲାଭ କରିବେ । ଆମ ସ୍ଥାନୀୟ ଅଞ୍ଚଳର ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ଓ ଆୟୋଜକମାନଙ୍କୁ ସାଧୁବାଦ୍ ଜ୍ଞାପନ କରୁଛି | ଅଞ୍ଚଳ ବାସୀଙ୍କ ଏଇ ଭଳି ପ୍ରୟାସ ସବୁବେଳେ ଚାଲିଥାଉ ଏବଂ ଆମ ଓଡ଼ିଆ,ସଂସ୍କୃତିର, ଐତିହ ର ଅବିରତ ଉନ୍ନତି କରୁ ଏହା ହିଁ ମା କନ୍ଧୁଣୀ ଦେବୀଙ୍କ ନିକଟରେ ପ୍ରାର୍ଥନା |ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ