ସନ୍ରାଇଜ ବ୍ଳବ୍ର ୮୦ତମ ସ୍ୱାଧୀନତା ଦିବସ ପାଳିତ ଅବସରରେ
ବେଗୁନିଆ ବ୍ଳକ (ଉପାନ୍ତଖବର ମାନସ ରଞ୍ଜନ କର)ଆଜିର ୮୦ ତମ ସ୍ୱାଧୀନତା ଦିବସରେ ସନ୍ ରାଇଜ୍ କ୍ଲବ୍ ଠାରେ ସନ୍ ରାଇଜ୍ ସ୍ପୋର୍ଟ ଆସୋସିଏସନ୍ ର ସଭାପତି ତଥା ପତିତପବନ ଯୁବକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ଗଙ୍ଗାଧର ମାର୍ଥା ପତ୍ କା ଉତ୍ତୋଳନ କରିଥିଲେ ତ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ସେଠାରେ ପତିତ ପାବନ ଯୁବକ ସଂଘ ର ଉପସଭାପତି ବିଶ୍ୱରଂଜନ ଦାସ କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ସଭ୍ୟ ରବିନାରାୟଣ ଦଳେଇ ସତ୍ୟପ୍ରିୟ ମହାପାତ୍ର ଅଶ୍ୱିନ ପଟ୍ଟନାୟକ ରାକେଶ ହରିଚନ୍ଦନ ପ୍ରଶାନ୍ତ ଜେନା ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ଶେଷରେ ଶ୍ରୀଯୁକ୍ତ ଗଙ୍ଗାଧର ମାର୍ଥା ନିଜର ଅଭିଭାଷଣ ରଖି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
