March 10, 2026

ଅତାବିରା ଦୁର୍ଗା ମନ୍ଦିରରେ ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀକଂ ଆଶୁ ଆରୋଗ୍ୟ କାମନା କଲେ ଅଖିଲ ଭୀରତୀୟ ବିଦ୍ୟାର୍ଥୀ ପରିଷଦ 

IMG-20250715-WA0013
Share

 

ସୁରେନ୍ଦ୍ର କଠାର (ବରଗଡ)

 

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ଜିଲ୍ଲା ଅତାବିରା ନଗର ତରଫରୁ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ବାଲେଶ୍ଵର ଫକୀର ମୋହନ ସେନାପତି ସ୍ଵୟଂଶାସିତ ମହାବିଦ୍ୟାଳୟର ପୀଡିତା ଆମ ଭଉଣୀର ଙ୍କର ଅତାବିରା ଦୁର୍ଗା ମନ୍ଦିର ଠାରେ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ଦ୍ଵୀପପ୍ରଜ୍ଜ୍ୱଳନ କରାଯାଇଥିଲା I ଏଵଂ ସେ ଭଳି ସମୟ ରେ ଏ ଘଟଣା କୁ ନେଇ ରାଜନୀତି ହେଉଛି ଛାତ୍ର ଛାତ୍ରୀ ସଂଗଠନ ଗୁଡ଼ିକ ଅନେକ ପ୍ରନ୍ନ ଉଠାଉଛନ୍ତି। ଭଉଣୀ ଜଣକ ଅନେକ ଦିନ ଧରି ମାନସିକ ଚାପ ରେ ଥିଲେ । ଏଵଂ ଏବିଭିପି ପ୍ରଥମ ସ୍ବର ଉଠାଇବା ସହ ନ୍ୟାୟ ଦାବି କରି ଥିଲା ଏଵଂ ଦୋଷୀ କୁ ଘୋର କାର୍ଯ୍ୟାନୁଷ୍ଠାନ ନୀୟାଯାଉ ।ମାତ୍ର କେତେ ଜଣ କୁଚକ୍ରି ଗୋଷ୍ଟି ଦୁଇ ଦିନ ହେଲା ସାମାଜିକ ଗଣମାଧ୍ୟମ ରେ ବିଦ୍ୟାର୍ଥୀ ପରିଷଦ କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ଏହା କୁ ଏବିଭିପି ଅତାବିରା ନିଦା କରୁଛି । ଏଥରେ ବରଗଡ଼ ଜିଲ୍ଲାର ଜିଲ୍ଲା ସହ ପ୍ରମୁଖ ଅଚ୍ୟୁତ ମାଝୀ,ନଗର ସମ୍ପାଦକ ଓମ୍ ପ୍ରକାଶ ଗଡଟିୟା,ଆକାଶ ଭାଇ ,ଛାତ୍ରୀ ପ୍ରମୁଖ ଦି ଦିପଞ୍ଜଳି ଏବଂ ଅତାବିରା ନଗର ର ସମସ୍ତ କଲେଜ୍ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ ।