October 5, 2024
Share

 

୧-ପୁରୀ:ଆଜି ବାହୁଡିବେ ମହାପ୍ରଭୁ,୧୨ଟାରେ ପହଣ୍ଡି,୪ଟାରେ ରଥ ଟଣା।

 

୨-ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ, କମିଟି ଗଠନ କଲେ ମୁଖ୍ୟ ଶାସନ ସଚିବ।

 

୩-ପୁରୀ: ୫ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ ,ଚାବିରେ ଖୋଲିଲାନି, ଭଙ୍ଗାଗଲା ଭିତର ରତ୍ନ ଭଣ୍ଡାର ତାଲା।

 

୪-ଆସନ୍ତା ୨୨ ତାରିଖରୁ ସରଗରମ ହେବ ବିଧାନସଭା,୨୫ରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ।

 

୫-କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଆଖି ବୁଜିଲା ୧୧ ଦିନର ଶିଶୁ।

 

୬-ବିଏସକେୱାଇରୁ ବାଦ ପଡିଲା ତ୍ରିଶା ହସ୍ପିଟାଲ । ଅଗ୍ନି ନରାପତ୍ତା ଦେଖିବ ଟାସ୍କଫୋର୍ସ।

 

୭-ଖାଲି ପଡ଼ିଛି ଦେଢ଼ ଲକ୍ଷ ଯୁକ୍ତ ତିନି ସିଟ୍,ଗତ ବର୍ଷ ଖାଲି ପଡ଼ିଥିଲା ୮୪ ହଜାର ସିଟ୍।

 

୮-୬ OASଙ୍କୁ ପିଏସ, OSD ଭାବେ ନିଯୁକ୍ତି ଦେଲେ ମୋହନ ସରକାର।

 

୯-ଆଜିଠାରୁ ମିଳିବ ଧାନ ପଞ୍ଜିକରଣ ଫର୍ମ,MSP ଉପରେ ଚାଷୀଙ୍କ ଆଖି।

 

୧୦-ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା! ବାବୁ ବନୁଛନ୍ତି ବୋକା, ଲୁଟେରା ମାଲେମାଲ୍।

 

୧୧-କେନ୍ଦୁଝର, ମଙ୍ଗଳପୁର: ସ୍ବର୍ଣ୍ଣ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା।

 

୧୨-ନୂଆପଡ଼ା: ଇସ୍ରୋ ଗସ୍ତ କରି ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି ଜୁନିଅର ସାଇଣ୍ଟିଷ୍ଟ ଆହ୍ବାନ ଜ୍ୟୋତି ଖମାରୀ।

 

୧୩-ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମ:ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର।

 

୧୪-ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା, ୪ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।

 

୧୫-ବି-ଟେକ ଇଞ୍ଜିନିୟରଙ୍କ ମାଛ ଓ ଛେଳି ଚାଷ । ନିଜସ୍ବ ଉଦ୍ୟମରେ କରୁଛନ୍ତି ରୋଜଗାର, ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କେନ୍ଦ୍ରାପଡ଼ା ପୋଟିଆ ଗାଁର ବିରଂଚି ନରାୟଣ।

 

୧୬-ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିୟମ କାର୍ଯ୍ୟକାରୀ କରାଯାଉ : ଶ୍ରୀକାନ୍ତ ଜେନା

 

୧୭-ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସ୍ଥାପିତ ହେଲା ଆଉ ଏକ କିର୍ତ୍ତିମାନ, ‘ଏକ୍ସ’ ରେ ଫଲୋଅରଙ୍କ ସଂଖ୍ୟା ୧୦୦ ନିୟୁତ ପାର।

 

୧୮-ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୪୨ ରନରେ ହରାଇଲା ଭାରତ, ୪-୧ରେ ସିରିଜ ବିଜୟ।

 

୧୯-କେ.ପି.ଶର୍ମା ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ସୋମବାର ନେବେ ଶପଥ।

 

୨୦-ଇତିହାସ ରଚିଲେ କାର୍ଲୋସ ଅଲକାରାଜ, ନୋଭାକ ଜାକୋଭିକଙ୍କୁ ହରାଇ ଜିତିଲେ ଓ୍ଵିମ୍ବଲଣ୍ଡନ ଟାଇଟଲ୍।

 

୨୧-ପୁଣି ଆରମ୍ଭ ହୋଇଛି BSF ଗ୍ରୁପ୍ B ଏବଂ C ବର୍ଗର ଆବେଦନ ପ୍ରକ୍ରିୟା; ତୁରନ୍ତ ଆବେଦନ କରନ୍ତୁ:rectt.bsf.gov.in

 

୨୨-ଡୋନାଲ୍ଡ ଟ୍ରମ୍ପଙ୍କ ସଭାରେ ଗୁଳି ବର୍ଷା । ଗୁଳିମାଡରେ ଟ୍ରମ୍ପ ଆହତ, ଅନ୍ୟ ଦୁଇଜଣଙ୍କର ମୃତ୍ୟୁ।

 

*🙏 ସୁପ୍ରଭାତ 🙏*