June 16, 2025

ମହୁଲପାଲି ଗ୍ରାମପଞ୍ଚାୟତ ରେ ବିକାଶ ବାହନ କାର୍ଯ୍ୟକ୍ରମର ଶୁଭାରମ୍ଭ

IMG-20250615-WA0126
Share

 

 

 

ଆଜି ରବିବାର ଅପରାହ୍ନ ୪ଟାରେ ଭେଡେନ ବ୍ଲକ ଅଧିନ ମହୁଲପାଲି ଗ୍ରାମପଂଚାୟତରେ ବିକାଶ ବାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମହୁଲପାଲି ଗ୍ରାମ ପଂଚାୟତର ସରପଂଚ ବିଜୟ କର୍ମୀ,ଜିପିଓ ସରୋଜ ପଧାନ,Icds ସୁପରଭାଇଜର ସେବତୀ,ସମିତି ସଭ୍ୟ ଅଶୋକ ଉର୍ମା,ନୋଡାଲ ଅଫିସର ,ସୋମନାଥ ଭୋଇ ପ୍ରମୁଖ ଯୋଗଦେଇଥିଲେ |