ତରାପୁର ଭାରତ ପଡିଆ ଠାରେ ବିକଶିତ ଭାରତ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ..

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମପଞ୍ଚାୟତ ର
ଭାରତ ପଡିଆ ଠାରେ ଖଇର ପଦର ମଣ୍ଡଳୀ ର ସଂକଳ୍ପ ସଭା
ବିକଶିତ ଭାରତ ବିକଶିତ ଓଡିଶା କାର୍ଯ୍ୟକ୍ରମ ଆଡମ୍ବର ଶହ ପାଳନ କରାଯାଇଛି l
ମୋଦି ସରକାର ଙ୍କ 11ବର୍ଷ ଓ ମୋହନ ସରକାର ଙ୍କ 1ବର୍ଷ ପୂର୍ତ୍ତି ଅବସର ରେ ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟ ବର୍ଷ ଏକ ଉପଲବ୍ଧି ଅନେକ ଗତ 12ତାରିଖ ଠାରୁ —
ପାଳନ କରାଯାଉଛି l
ଏଥିରେ କୃଷି ସଶକ୍ତି କରଣ,
ପି ଏମ, କିଷାନ, ବାର୍ଦ୍ଧ୍ୟକ୍ୟ ଭତ୍ତା,
ସୁଭଦ୍ରା, ସି ଏମ, କିଷାନ, ଅନ୍ତୋଦୟ ଗୃହ, ମୁଖ୍ୟମନ୍ତ୍ରୀ ବିବାହ, ଜନଜାତି ଶିକ୍ଷା ଯୋଜନା
ଅନ୍ତର୍ଭୂକ୍ତ କରାଯଇଛି l
ଉକ୍ତ ସଙ୍କଳ୍ପ ସଭା ଟି ଚତୁର୍ଭୁଜ ତାଣ୍ଡି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l
ତାହା ସହିତ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, ପ୍ରଭାରୀ ଶିଶୁ ଦେବ ମୁଣ୍ଡ, ହିମାଂଶୁ ପଣ୍ଡା, ଅପରେସ ସ୍ୱାଇଁ, ହରେ କୃଷ୍ଣ ପଣ୍ଡା, ଜୟ ଶଙ୍କର ମୁଣ୍ଡ, ତପନ ସରାପ, ବିବେକ ସlହୁ, ରେଣୁକା ସlହୁ, ସଂଯୁକ୍ତା ବାଗ, ଯଶୋବନ୍ତ ପଣ୍ଡା, ଏକାଦଶୀ ଗୋପାଳ,ଉଦେନାଥ ପଟେଲ, ନରେଶ ପଣ୍ଡା ଏବଂ ଶତାଧିକ ବି ଯେ ପି, ମଣ୍ଡଳୀ କର୍ମୀ
ଉପସ୍ଥିତ ରହିଥିଲେ l
କଳାହାଣ୍ଡି ଜିଲ୍ଲା ରୁ
ଚନ୍ଦ୍ର ଶେଖର ପାଳ ଙ୍କ ରିପୋର୍ଟ
ନିୟୁଜ ଉପାନ୍ତ ଖବର
