September 20, 2026

କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ବ୍ଲକରେ ହେବ ବିକ୍ଷୋବ l

IMG-20250415-WA0007
Share

ଆଜି ପୁରୀଜିଲ୍ଲା କଂଗ୍ରେସ ଭବନ ଠାରେ ପୁରୀଜିଲ୍ଲା ସଭାପତି ଜୟନାରାୟ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଜିଲ୍ଲା ପର୍ଯ୍ୟବେକ୍ଷକ ମନୋରଞ୍ଜନ ପଟ୍ଟନାୟକ, ମନୋରଞ୍ଜନ ଦାସ, ପୂର୍ବତନ ଯୁବ ସଭାପତି ଅମରେନ୍ଦ୍ର ପାଇକରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ମନୋଜ କୁମାର ରଥ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଆଡଭୋକେଟ ମିତ୍ରଭାନୁଙ୍କ ସହିତ ପୁରୀଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତୃତ୍ୱ ମାନେ ଏକତ୍ରିତ ହୋଇ ପୁରୀଜିଲ୍ଲାରେ ଆସନ୍ତାକାଲି ପ୍ରତ୍ୟେକ ବ୍ଲକରେ ନାରୀକୁ ସୁରକ୍ଷା ଦେବାପାଇଁ ବିକ୍ଷୋଭ କରାଯିବ l ଆଗକୁ କଂଗ୍ରେସ ସୁଦୃଢ ହେବାପାଇଁ କର୍ମୀମାନେ ଏକାଠି ହୋଇ ବିଭିନ୍ନ ଯୋଜନା ଉପରେ ବିକ୍ଷୋଭ କରି ସାଧାରଣ ଜନତାଙ୍କ ଆଗରେ କଂଗ୍ରେସ ନିଜର ସ୍ଥିତି ଜାହିର କରିବା ପାଇଁ ପଦକ୍ଷେପ ନେଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ