February 22, 2025

ସମାଜ ସେବୀ ଲକ୍ଷ୍ମଣ ମହାପାତ୍ରେ ଙ୍କ ପରଲୋକ 

Share

 ଗଂଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ପାଲୁର ଅଞ୍ଚଳ ଅରୁଣ ପୁର ଗ୍ରାମର ସମାଜସେବୀ ଲକ୍ଷ୍ମଣ ମହାପାତ୍ର ରବିବାର ଦିନ ନିଜ ବାସଭବନ ଠାରେ ପରଲୋକ ଘଟିଛି l ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି l ନିଜ ଗ୍ରାମ ଶ୍ଵସାନ ରେ ପରିବାର ବନ୍ଧୁ ବର୍ଗ ଙ୍କ ଉପସ୍ଥିତି ରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ସେ ଜଣେ ପରୋପକାରୀ,ମିଷ୍ଠଦ୍ଭାସି, ଧର୍ମପରାୟଣ,ସ୍ଵଷ୍ଟବଦି, ଶାନ୍ତସ୍ଵଭାବ

ର ବ୍ୟକ୍ତିତ୍ୱ ଥିଲେ l ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କରି ବାସଭବନ ଯାଇ ଶେଷ ଦର୍ଶନ କରିଥିଲେ