September 21, 2024
Share

 

୧-ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା।

୨-ମାର୍ଚ୍ଚ ୬ରୁ ନବମ ବାର୍ଷିକ ପରୀକ୍ଷା, Email ରେ ବିଦ୍ୟାଳୟ ଆଇଡିକୁ ଯିବ ପ୍ରଶ୍ନ ପତ୍ର।

୩-ସଡକ ଦୁର୍ଘଟଣା ହ୍ରାସକୁ ଗୁରୁତ୍ୱ:ମାସ ସାରା କଡାକଡି ହେବ ଚଢାଉ।

୪-ଭୁବନେଶ୍ୱର: ଥଣ୍ଡା ପରେ ବଢ଼ିଲା କୁହୁଡି ଆଶଙ୍କା, କେନ୍ଦୁଝରରେ ସବୁଠୁ କମ୍ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ।

୫-ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡେଲ୍ ପାଲଟିଲା ଓଡ଼ିଶା; ଟିକସ୍ ଆଦାୟରେ ଆଗରେ, ଋଣ ବି କମ।

୬-ଓଡିଶାରେ ଅନ୍‌ଲାଇନ୍‌ରେ ଚାଲିଛି ଡ୍ରଗ୍ସ କାରବାର, ମାଧ୍ୟମ ସାଜିଛି ଫୁଡ୍ ଡେଲିଭରି ସଂସ୍ଥା : ସିପି

୭-ପୁରୀ:ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି, ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି।

୮-କଟକ:ସିଲଭର ସିଟିରେ ମଶାଙ୍କ ପ୍ରାଦୁର୍ଭାବ, ରାସ୍ତାଘାଟ ସହ ଚାରିଆଡେ ଭଣ ଭଣ ମଶା।

୯-ରାଜ୍ୟରେ ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା।

୧୦-ପୁରୀ:ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା,୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ।

୧୧-ଭୁବନେଶ୍ୱର:ବିଷ୍ଣୁ ପ୍ରସାଦ ସିଂହଙ୍କୁ ସାହା ହେଲା କିସ୍‍ ଫାଉଣ୍ଡେସନ୍‍, ଚିକିତ୍ସା ପାଇଁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ସାଂସଦ ଅଚ୍ୟୁତ ସାମନ୍ତ।

୧୨-ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ କୋର୍ଟ।

୧୩-ନନ୍ଦନକାନନ ଚିଲ ,ଛଞ୍ଚାଣ ଅନ୍ୟ ପକ୍ଷୀଙ୍କୁ ଖାଇ ଦେଉଥିବା ଅଭିଯୋଗ – ବିହଙ୍ଗ ସାରଣୀ ଜାଲ ଛିଣ୍ଡି ଗଲାଣି।

୧୪-ଭୁବନେଶ୍ୱର:କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ସୁପରିଚାଳନା ପାଇଁ ଟାଲିପ୍ରାଇମ୍‌ ୪.୦ର ହେଲା ଶୁଭାରମ୍ଭ।

୧୫-ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟରେ ଅବକାରୀ ବିଭାଗର ଏଣ୍ଟ୍ରି, ରଦ୍ଦ ହୋଇପାରେ ଡିଷ୍ଟିଲାରୀ ଲିମିଟେଡର ଲାଇସେନସ।

୧୬-ଶିମିଳିପାଳ ଅଭୟାରଣ୍ୟରେ ୩ ଡିଗ୍ରୀ କୁ ଖସିଲା ପାରଦ, ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକେ।

୧୭-ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ, ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ।

୧୮-ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ; ଧାର୍ମିକ ସ୍ଥଳ ଓ ପବ୍ଲିକ୍‌ ପ୍ଲେସ୍‌ରେ ବ୍ୟାନ୍ ହେଲା ଲାଉଡ୍ ସ୍ପିକର।

୧୯-ପାର୍ଲାମେଣ୍ଟ ସୁରକ୍ଷାରେ ବଡ଼ ତ୍ରୁଟି, ଲୋକସଭାରେ ଆତଙ୍କ ଖେଳାଇ କଲର ସ୍ମୋକ୍ ସ୍ପ୍ରେ କଲେ ଦୁଇ ଯୁବକ।

୨୦-ଜୋହାନ୍ସବର୍ଗ:ଶେଷ T20 ଆଜି, ଶୃଙ୍ଖଳା ବରାବର ଲକ୍ଷ୍ୟରେ ଭାରତ।

🙏 ସୁପ୍ରଭାତ 🙏