November 15, 2026

Day: November 14, 2026

କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଭତ୍ତା ଟଙ୍କା ବାଣ୍ଟିଲେ ଦିଗପହଣ୍ଡି ବିଧାୟକ

*କୁକୁଡ଼ାଖଣ୍ତି ରୁ ପି କୃଷ୍ଣମୂର୍ତ୍ତିଙ୍କ ବ୍ୟୁରୋ ରିପୋର୍ଟ*ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ୧୭ ଟି ଗ୍ରାମ ପଞ୍ଚାୟତ ଓ ଗୋପାଳପୁର ନିର୍ବାଚନ...

ପ୍ରତିମା ଦାସ କର୍କଟ ରୋଗରେ ଆକ୍ରାନ୍ତ ହୋଇ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି..

-କୁକୁଡ଼ାଖଣ୍ତି( ପି. କୃଷ୍ଣମୂର୍ତ୍ତି)ନିଜେ ଯନ୍ତ୍ରଣାରେ ଜର୍ଜରିତ, ତଥାପି ଅନ୍ୟଙ୍କ ମୁହଁରେ ହସ ଫୁଟାଇବା ଏବଂ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଜାରି ରଖିଛନ୍ତି ସଂଘର୍ଷ। ନିଜ ଜୀବନରେ...

ପ୍ରସ୍ତାବିତ ‘ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ’ଦାବି କଲା ଋଷିକୂଲ୍ୟା ରୟତ ମହାସଭା

ବ୍ରହପୁର,14/11 : ଗତ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଗଞ୍ଜାମ ଧ୍ୱଂସ୍ୟ ହୋଇ ଧନ ଜୀବନ ନଷ୍ଟ ହୋଇଛି। ଘରକୁ ଆଦାୟ କରି ଆଣିବା ସମୟରେ ପ୍ରକୃତି ଦାଉସାଜିଲା,...

ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ଦେଲା ଛତ୍ରପୁର ର ୟୁରୋ ସ୍କୁଲଜିଲ୍ଲାପାଳଙ୍କୁ ଭେଟି ଚେକ୍ ପ୍ରଦାନ କଲେ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର

ଛତ୍ରପୁର ତା ୧୪/୧୧/୨୬(ଅରୁଣ କୁମାର ପଣ୍ଡା )ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ଛତ୍ରପୁରସ୍ଥିତ ୟୁରୋ ସ୍କୁଲ। ଅର୍ଣ୍ଣବ ରିଲିଫ୍...

ଛତ୍ରପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବାସ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ

ଛତ୍ରପୁର ତା ୧୪/୧୧/୨୦୨୬(ଅରୁଣ କୁମାର ପଣ୍ଡା )ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବାସ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ଶନିବାର ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ...

ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ

ପାଳନବେଗୁନିଆ, (ଉପାନ୍ତ ଖବର ମାନସ ରଞ୍ଜନ କର)ତା -୧୪/୧୧:ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ଶନିବାର ଦିନ ପାଳିତ...

ଶିଶୁଙ୍କ ଉପଯୁକ୍ତ ଯତ୍ନ ଓ ସର୍ବାଙ୍ଗୀନ ବିକାଶ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାଣର ମୂଳଦୁଆବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ

ପାଳିତସମ୍ବଲପୁର, ୧୪/୧୧: ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଏବଂ ରାଷ୍ଟ୍ରର ଭବିଷ୍ୟତ। ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ, ଉତ୍ତମ ସ୍ୱାସ୍ଥ୍ୟ, ନୈତିକ ମୂଲ୍ୟବୋଧ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ...

ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଲା ଶିଶୁ ଦିବସ

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁହୁଡ଼ି ପରିସରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ଅବସରରେ ଶିଶୁ ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।ଯୁବ...

ଗୋଲିଆ ଗାଁରେ ଅଷ୍ଟ ପ୍ରହର ନାମଯଜ୍ଞ , ବହୁ ଶ୍ରଦ୍ଧାଳୁଙ୍କ ସମାବେଶ

ବୁଗୁଡା : ତା ୧୪/୧୧/୨୬ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମର ତେଲୁଗୁ ସାହିରେ ଶ୍ରୀ ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ପବିତ୍ର ଦୀପାବଳି ଦିବସରୁ ଆୟୋଜିତ ମା'...

କିମ୍ବୁସିଂ ଗ୍ରାମ ସଭାରେ ଯୋଗଦେଲେ ବିଧାୟକ ରୂପେଶ ପାଣିଗ୍ରାହୀଗ୍ରାମବାସୀଙ୍କ ସମସ୍ୟା ଶୁଣିଲେ, ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ

ଫୋନ୍ଗୁମ୍ମା, ଗଜପତି |ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର କିମ୍ବୁସିଂ ଗ୍ରାମରେ ଅନୁଷ୍ଠିତ ଗ୍ରାମ ସଭାରେ ଯୋଗଦେଇ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ...