ମୋରଡା ଆଦର୍ଶ ବିଦ୍ୟାଳୟ ରେ ହର ହର ଘର୍ ତିରଙ୍ଗ। ଯାତ୍ରା

ମୟୂରଭଞ୍ଜ ( ବିଭୁତି ରାଉତ)
ଆଜି ଅଖଣ୍ଡ ଭାରତ ଅଗଷ୍ଟ ୧୪ ରେ ପାଳିତ ହୁଏ ଏହାର ମୂଳ ଉଦ୍ଦେଶ୍ୟ ପ୍ରତ୍ୟେକ ନାଗରିକଙ୍କ ଭିତରେ ଦେଶ ଭକ୍ତି ଜାଗ୍ରତ କରିବା ଏବଂ ଜାତୀୟ ପତାକା ସହିତ ଲୋକଙ୍କ ଅବଗତ କରାଇବା ଏହାର ମୂଳ ଲକ୍ଷ୍ୟ ଏହା ଏକ ରାଷ୍ଟ୍ର ବ୍ୟାପୀ ଆନ୍ଦୋଳନ ରେ ପରିଣତ ହୋଇ ଅଛି ଯେଉଁଥିରେ ଦେଶର ପ୍ରତ୍ୟେକ ପରିବାର ଓ ସାଧାରଣ ନାଗରିକ ଅଂଶ ଗ୍ରହଣ କରି ଆସନ୍ତି ୨୦୨୨ ରୁ ଆରମ୍ଭ ହୋଇ ବର୍ତ୍ତମାନ ଦେଶ ବ୍ୟାପୀ ପାଳିତ ହୋଇ ଅଛି ଏହା ଆମ ଜାତି ର ପ୍ରତୀକ ଓ ବୀର ଯବାନ ମାନଙ୍କର ଶ୍ରୁତି ଓ ଦେଶର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଉଦ୍ଦେଶ୍ୟ ରେ ଏହି ପର୍ବ ରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପାଳନ କରା ଯାଏ। ଏହା ବିଚିତ୍ର ବିକଳ୍ପ ଦେଖିବାକୁ ମିଳିଛି ମୋରଡ଼। ଆଦର୍ଶ ବିଦ୍ୟାଳୟ ରେ। ବିଦ୍ୟାଳୟ ର ପ୍ରିନ୍ସିପ୍ଲ ସଂଗ୍ରାମ କିଶୋରୀ ପାତ୍ର ସମସ୍ତ ପିଲା ମାନଙ୍କୁ ନେଇ ଏକ ଫ୍ଲାଗ ମାର୍ଚ ମୋରଡ। ବଜାର ରେ କରିଛନ୍ତି। ତେଣୁ ତାଙ୍କ ଅଞ୍ଚଳ ବାସୀ ଓ ଅଭିଭ।କବ ମାନେ ଶୁଭେଚ୍ଛା ର ବାର୍ତ୍ତା ଦେଇଛନ୍ତି।
