March 8, 2026
IMG-20230514-WA0036
Share

ବିଶ୍ଵ ମାତୃ ଦିବସ

…………………………….

 

ମେ ୧୪ ତାରିଖ ବିଶ୍ୱ ମାତୃ ଦିବସ ଅବସରରେ ଡିଙ୍ଗର (ପର୍ଶୁରାମପୁର ) ଗ୍ରାମର ସୁଲେଖକ ଅଧ୍ୟାପକ ଡ଼କ୍ଟର ସୋମନାଥ ବିଶୋଇଙ୍କ ମାତା ଅମରୀ ବେୱାଙ୍କୁ ମୋ ବେଗୁନିଆ ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି। ଏହି ଅବସରରେ ଡ଼କ୍ଟର ପ୍ରତିମା ଷଡ଼ଙ୍ଗୀ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ମା ´ର ଭୂମିକା ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୋ ବେଗୁନିଆର ଅଧକ୍ଷ ଇଂ ରାମମାନସ ପଣ୍ଡା, ପ୍ରତିମା ପ୍ରଧାନ, ସୋମନାଥ ସାହୁ, ବିମ୍ବାଧର ମହାରଣା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ତ୍ରିପାଠୀ,ଜଗଦିଶ ଚନ୍ଦ୍ର ପାତ୍ର, ବାସୁଦେବ ବେହେରା,ଅକ୍ଷୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

 

ରିପୋଟର ମାନସ ରଞ୍ଜନ କର