ଖବର ଉପାନ୍ତ ଓଡିଶା ସମାଚାର ଆଜି ଭାରତ ରତ୍ନ Dr ବି. ର. ଆମ୍ବେଦକର ଙ୍କ ର ଜନ୍ମ ଜୟନ୍ତୀ ଦିବସରେ କୋରାପୁଟ ଜିଲ୍ଲା ପ୍ରଶାସନ ଆମ୍ବେଦକର ଙ୍କ ପ୍ରତି ମୂର୍ତି ରେ ମାଲ୍ୟାଅର୍ପଣ କରି ତାଙ୍କର ଶ୍ରୁତି ଉଚ୍ଚାରଣ କରିଥିଲେ upanta odisha April 14, 2025 Share୧୪/୦୪/୨୫ (ଗୁପ୍ତେଶ୍ୱର ରଥ କୋରାପୁଟ) ଆଜି ଭାରତ ରତ୍ନ Dr ବି. ର. ଆମ୍ବେଦକର ଙ୍କ ର ଜନ୍ମ ଜୟନ୍ତୀ ଦିବସରେ କୋରାପୁଟ ଜିଲ୍ଲା ପ୍ରଶାସନ ଆମ୍ବେଦକର ଙ୍କ ପ୍ରତି ମୂର୍ତି ରେ ମାଲ୍ୟାଅର୍ପଣ କରି ତାଙ୍କର ଶ୍ରୁତି ଉଚ୍ଚାରଣ କରିଥିଲେ। ଏଥିରେ କୋରାପୁଟ ଜିଲ୍ଲାର ବହୁ ସମାଜ ସେବୀ ଓ କୋରାପୁଟ ସହର ର ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ Continue Reading Previous ଗତ କାଲି କୋରାପୁଟ ରେଲ୍ ବାଇ ଷ୍ଟେସନ ରୁ ଗୋଞ୍ଜେଇ ଚରା ଚାଲାଣ ବେଳେ କୋରାପୁଟ ଆରପିଏଫ ଓ କୋରାପୁଟ GRP ମିଳିତ ଭାବରେ ଝାଡ଼ଖଣ୍ଡ ର ଦୁଇ ଭାଈ କୁ ଗିରଫ କରିଛିNext ଆଜିର ଖବର.. More Stories ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha June 7, 2025 ଖବର ଉପାନ୍ତ ଓଡିଶା ସମାଚାର ଗାଙ୍ଗପୁରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ;ପ୍ରାକ୍ ଖରିଫ କୃଷି, ବିଭିନ୍ନ କୃଷି ଯୋଜନା ବିଷୟରେ ଆଲୋଚନା upanta odisha June 7, 2025 ଖବର ଉପାନ୍ତ ଓଡିଶା ସମାଚାର ସ୍ୱାଧୀନତା ସଂଗ୍ରାମୀ ସ୍ଵର୍ଗତ ଉତ୍ସବ ବିଶ୍ୱାଳଙ୍କ ଧର୍ମପତ୍ନୀ କୁନ୍ଦ ବିଶ୍ୱାଳଙ୍କ ଦ୍ୱାଦଶାହ ସ୍ମୃତି ସଭା upanta odisha June 7, 2025