କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ଗ୍ରାମ ଦେଵୀ ମା ଶୀତଳା ଠାକୁରାଣୀ ଙ୍କ ଘଟ ଯାତ୍ରା
କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ଗ୍ରାମ ଦେଵୀ ମା ଶୀତଳା ଠାକୁରାଣୀ ଙ୍କ ଘଟ ଯାତ୍ରା ଉପ ଲକ୍ଷେ ଆଜି ସନ୍ଧ୍ୟା ସାଡ଼େ ସାତ ଘଣ୍ଟା ସମୟ ରେ ସଭା ପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ସଭାପତି ତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି. ପ୍ରସ୍ତୁତି ବୈଠକ. ପରେ ଆଜ୍ଞା ମାଳ ପରେ ଯାତ୍ରା କାମ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା କେତେ କାମ ଆଗେଇଛି ତାହା ର ସମିକ୍ଷା ସହ ଦଶ ଦିନ ଧରି ମା ଙ୍କ ଘଟ ପରିକ୍ରମା. ପଟୁଆର. ବାହାରିବା ଠାରୁ ଶେଷ ଦିନ ଯା ଏ ସାନ୍ତି ଶୃଙ୍ଖଳା ର ସହ ଯାତ୍ରା ସମାପନ ହେବ ସେଥିପାଇଁ ସମସ୍ତଙ୍କସହଯୋଗ ର ଆବଶ୍ୟକ ତା ରହିଛି ବୋଲି ସଭାପତି ଶ୍ରୀ ପଟନାୟିକ ପରାମର୍ଶ ପ୍ରଦାନ କରି ଥଲେ. ସମସ୍ତ ସେବାୟତ ମାନଙ୍କୁ ନିଜ ନିଜ କର୍ତ୍ତବ୍ୟ ତୁଲାଇ ଵା ପାଇଁ ଦାଇତ୍ୱ ପ୍ରଦାନ କରାଯାଇଥିଲା. ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ରାମେଶ୍ୱର ଜେନା. ଗୋପୀ ନାଥ ବିଶୋଇ. ଦେବେନ୍ଦ୍ର ବୈଦ. ବୁଲି ମହାଙ୍କୁଡ. ମନୋଜ ବିଶୋଇ. କିଶୋର ମିଶ୍ର.ଜୋତୀନ୍ଦ୍ର ମହା ପାତ୍ର. ତ୍ରିନାଥ ସ୍ୱାଇଁ. ଙ୍କ ରଞ୍ଜନ ମହୁରିଆ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଓଡିଶା ର ଦ୍ଵିତୀୟ ଯାତ୍ରା ଭାବେ ପରିଚିତ କୋଟପାଡ଼ର ଘଟ ପର୍ବ କୁ ସଫଳ କରିବା ପାଇଁ ମତ ଦେଇ ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଓଡିଶା