କୋଟପାଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ପାଳିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଦ୍ଵିତ୍ରିଂଶତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହ ପାଳନ ହୋଇଯାଇଛି I ଏହି ଅବସର ରେ ଦ୍ୱିପ ପ୍ରଜ୍ବଳନ ବନ୍ଦନା ଶିଶୁଙ୍କ ଦ୍ୱାରା ରଙ୍ଗ ମଞ୍ଚିୟ କାର୍ଯ୍ୟ କ୍ରମ ନୃତ୍ୟ ପରିବେଷଣ.ବନ୍ଦେ ମାତରମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି I ବରେନ୍ୟ ଅତିଥି କୁଁଓର ରାଜ ବହାଦୁର ସିଂ ରାଣା ଅଧକ୍ଷ ଜାଗୃତି ମଣ୍ଡଳ ଟ୍ରଷ୍ଟ ରାୟପୁର ଏବଂ ଡ଼ା ସୀତାନାଥ ରାୟଗୁର ସହକାରୀ ପ୍ରଧ୍ୟାପକ କେନ୍ଦ୍ରୀୟ ବିଶ୍ୱ ବିଦ୍ୟା ଳୟ କୋରାପୁଟ ଏବଂ ଅନୁଷ୍ଠାନ ର ସଭା ପତି ଶ୍ରୀ ଗୌର ପ୍ରସାଦ ରଥ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ସହ ପୁରସ୍କାର ବିତରଣ କରିଥିବାର ଜଣାଯାଇଛି I ଗୁରୁଜୀ ଗୁରୁ ମା ଙ୍କ ସମେତ ସତାଧିକ ଅଭିଭାବକ ଓ ପରିଚାଳନା କମିଟି ର କର୍ମ କର୍ତ୍ତା ଉପସ୍ଥିତ ଥିବାର ଜଣାଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା