ଖଣ୍ଡଗିରି ରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ବାହାର ଆଇଟମ ଡ୍ୟାସର୍ ଙ୍କୁ ମନା ଖଣ୍ଡଗିରି ..

ଖଣ୍ଡଗିରି ( ଦେବାଶିଷ ଦାଶ )
ଯାତ୍ରା କମିଟି ଏହି ନିଷ୍ପତି ନେଇଛି । ଆଜି ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତି ହୋଇଛି । ଥାନା ପକ୍ଷରୁ ଯାତ୍ରା କମିଟି କୁ ମଧ୍ୟ ସିଧା ସିଧା ମନା କରାଯାଇଛି ବାହାର ଆଇଟମ ଦ୍ୟାନ୍ସର ଙ୍କୁ ଖଣ୍ଡଗିରି ମନା । ଆସନ୍ତା ୦୬ ତାରିଖରୁ ୧୭ ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର । ଯାତ୍ରା ପାଇଁ ଆସନ୍ତାକାଲି ଏନେଇ ସ୍ଵତନ୍ତ୍ର କମିଟି ଗଠନ କରାଯିବ, କଳାକାରଙ୍କ ଏହି କୁମ୍ଭ ମେଳାରେ ୧୩ ଟି ଅପେରା ସେମାନଙ୍କ ନାଟକ ସୋ କରିବେ ।