March 10, 2026

ବାଘଲାଞ୍ଜିରେ ମହିଳା ସଂକୀର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ..

IMG-20250613-WA0032
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବାଘଲାଞ୍ଜି ଠାରେ ସୋସିଆଲ ଅର୍ଗାନାଇଜେସନ ଫର ରିଉରାଲ ଦେଭଲପମେଣ୍ଟ (ସୋର୍ଡ) ପକ୍ଷରୁ ମହିଳାସଂକୀର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ରେ ପନ୍ଦରଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଛନ୍ତି l ଆଜିର ଯୁବସମାଜ ମୋବାଇଲ ରେ ବ୍ୟସ୍ତ ରହୁଥିବା ବେଳେ କଳାସଂସ୍କୃତିକୁ ବଞ୍ଚାଇ ରଖିବାପାଇଁ ଏହା ଏକ ଛୋଟିଆ ପ୍ରୟାସ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ