March 12, 2026

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କ ବାଲୁକା କଳା..

IMG-20240613-WA0038
Share

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କ ବାଲୁକା କଳା ମାଧ୍ୟ୍ୟମରେ କୋଟି କୋଟି ଭାରତବାସୀ ଙ୍କ ତରଫରୁ ଆମର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚାରଣ ମାଝୀ ଙ୍କୁ ଓଡିଶା ର ନୂଆ ମୁଖ୍ୟମନ୍ତ୍ରୀ ରୂପେ ଶୁଭେଚ୍ଛା ଜଣାଇଛନ୍ତି | ତାଙ୍କ ର ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ର ଚାରିଦ୍ୱାର ଭକ୍ତ ଙ୍କ ପାଇଁ ଖୋଲିବା ର ନିଷ୍ପତି ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି ଏବଂ ଖୁସୀ ର ଲହରୀ ଖେଳିଯାଇଛି ଅଗଣିତ ଜଗନ୍ନାଥ ପ୍ରେମୀ ତାଙ୍କୁ ଧନ୍ୟବାଦ ଜଣାଇବାର ଦୃଶ୍ୟ ମାନସ ସାହୁ ତାଙ୍କ ବାଲୁକା କଳାରେ ଦର୍ଶାଇଛନ୍ତି |
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ