September 21, 2024

କୋଟପାଡ଼ରେ ଚନ୍ଦନ କାଠ ଚୋର ସକ୍ରିୟ

Share

କୋଟପାଡ଼ରେ ଚନ୍ଦନ କାଠ ଚୋର ସକ୍ରିୟ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଚନ୍ଦନ ଗଛ କୁ ନେବାକୁ ଚେଷ୍ଟା କରି ବିଫଳ ହୋଇ ଥିବାର ଜଣା ଯାଇଛି. ସୋମବାର ମଧ୍ୟ ରାତ୍ର ରେ ଚୋର ମାନେ କଟର ମେସିନ ସାହାଯ୍ୟ ରେ ଗଛ କାଟି ଥିଲେ. କିନ୍ତୁ ପୁରା କାଟି ନ ପାରି ଛାଡି ଚାଲି ଯାଇ ଥିଲେ. ସେବାୟତ ମାନେ ଘଟଣା ବିଷୟ ରେ ପ୍ରସାର କରିବା ପରେ ବନ ବିଭାଗ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକ କର୍ମଚାରି ଙ୍କୁ ନେଇ ସେଠାରେ ପହଞ୍ଚି ଗଛ କୁ ବନ୍ଧା ବନ୍ଧି କରି ପାଣି ଦେବାପାଇଁ ପରାମର୍ଶ ଦେଇ ଥିବା ଜଣାଯାଇଛି. ସେହି ପରି ବେଲମା ସା ହିସ୍ଥ ନୀଳକୋଣ୍ଠେ ସ୍ୱ ର ମନ୍ଦିର ଭିତରେ ଥିବା ଚନ୍ଦନ ଗଛକୁ ମଧ୍ୟ ଏକ ସପ୍ତାହ ମଧ୍ୟ ରେ ଚୋର ମାନେ ନେଇ ଯାଇଥିବା ପୂଜାରୀ ଶ୍ରୀ ଵାଲା ପଣ୍ଡା ପ୍ରକାଶ କରି ଥିବା ଜଣା ଯାଇଛି I ରାତ୍ର କାଳୀନ ପେଟ୍ରୋଲ ଇଂ ର ଅଭା ବ ଯୋଗୁଁ ସହର ରେ ଚୋରି ବୃଦ୍ଧି ପାଉ ଥିବା ଜନ ସାଧାରଣ ରେ ମତ ପ୍ରକାଶ ପାଉଛି. ତୁରନ୍ତ ଜ଼ିଲ୍ଲା ଆରୋକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟ ଦେବା ପାଇଁ ଦାବୀ ହେଉ ଥିବା ଜଣା ଯାଇଛି I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I