September 21, 2024
Share


ତାରିଖ ୧୩/୦୬/୨୦୨୩ ମଙ୍ଗଳବାର ।

୧୨ ଦିନରେ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅମଲାସଂଘ ।

ବିରାଟ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ବେଳେ ବିସିସିଆଇ ପ୍ରସ୍ତୁତ ନଥିଲା: ସୌରଭ ଗାଙ୍ଗୁଲି ।

5 ଟି ସଚିବଙ୍କ ଭଦ୍ରକ ଗସ୍ତର ଦ୍ୱିତୀୟ ଦିନ : ଜିଲ୍ଲାର ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ।

କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲ୍ଟି ସ୍ପେଶିଆଲିଷ୍ଟ ହସପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଗରିବ ଲୋକ ଯେପରି ସବୁଠାରୁ ଭଲ ଚିକିତ୍ସା ପାଇବ ସେଥିପାଇଁ ଆମେ କାମ କରୁଛୁ ।

ତଥ୍ୟ ଲିକ୍ ଦାବି ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: କୋ-ୱିନ୍ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ ।

ବାଇକ-ଟ୍ୟାକ୍ସି ଏଗ୍ରିଗେଟର୍ସ ରାପିଡୋ ଏବଂ ଉବରକୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସିକୁ ନିଷିଦ୍ଧ କରାଯାଇଛି ।

ଏଣିକି ଡ୍ରାଇଭର ବା କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ।

ଟଙ୍କା ଏବଂ ଦିରହାମରେ ବ୍ୟବସାୟ ପାଇଁ ଜାରି ରହିଛି କଥାବାର୍ତ୍ତା, ଭାରତ-ୟୁଏଇ ବାଣିଜ୍ୟିକ ସମ୍ପର୍କକୁ ନେଇ କହିଲେ ପୀୟୂଷ ଗୋଏଲ  ।

ଟ୍ରମ୍ପଙ୍କ ଶୈାଚାଳୟରୁ ଦସ୍ତାବିଜ ମିଳିବା ମାମଲା: ମଙ୍ଗଳବାର କୋର୍ଟରେ ହାଜର ହେବେ ଟ୍ରମ୍ପ, ଏକଜୁଟ ହୋଇପାରନ୍ତି ଟ୍ରମ୍ପଙ୍କ ସମର୍ଥକ

ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ମେ’ରେ ମୁଦ୍ରାସ୍ଫୀତି ହାର ୨୫ ମାସରେ ସର୍ବନିମ୍ନ, RBIର ମୁଦ୍ରା ନୀତି ସମୀକ୍ଷାରେ ମିଳିପାରେ ଆଶ୍ୱସ୍ତି ।

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ୪୬ ଟପିଲା ପାରଦ, ଭୁବନେଶ୍ୱରରେ ୪୪.୩ ।

ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ.. ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ।

ବହୁ ଦିନର ଅପେକ୍ଷା ପରେ ଶେଷରେ ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲଲା। ଜାନୁଆରି ୨୨, ୨୦୨୪ରେ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ପ୍ରଭୁ ରାମଲଲା ବିରାଜିବେ ବୋଲି ଜଣାପଡ଼ିଛି।

ଦରଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଗହମ ଷ୍ଟକ୍‌ର ସୀମା ନିର୍ଧାରଣ କରିଛନ୍ତି। ଗତ ୧୫ ବର୍ଷ ଭିତରେ ପ୍ରଥମ ଥର ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଷ୍ଟକ୍‌ ସୀମା ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ ରହିବ।

ମୁଖ୍ୟ ସଚିବଙ୍କ ବିଦ୍ୟୁତ୍‌ ଯୋଗାଣ ଚିନ୍ତା: କାଳବୈଶାଖୀ ପରେ ବିଦ୍ୟୁତ୍‌ ଯୋଗାଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ।

ଶିଖରଚଣ୍ଡୀ ଜଳ ପ୍ରକଳ୍ପକୁ ଏନ୍‌ଜିଟି ଛାଟ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ ରଖ ।

ବୈଠକ ଡାକିଲେ, ତାଗିଦ୍ ବି କଲେ; ତଥାପି ଜାରି ରହିଛି ଅଘୋଷିତ ପାୱାର କଟ୍ ।

ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ୨୦୨୩: ଭାନୁଆଟୁକୁ ପରାସ୍ତ କରି ଫାଇନାଲରେ ଭାରତ ।

ଚୀନ୍‌ରେ ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ନିର୍ଦେଶ ।

ସୁପ୍ରଭାତ ,ଶୁଭ ସକାଳ ।