ପାଣି ପାଇଁ ମହିଳା ଙ୍କ ପ୍ରତିବାଦ
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଏନ. ଏ. ସି ଅନ୍ତର୍ଗତ 3ନମ୍ବର ୱାର୍ଡ ବଜାର ଗୌଡ଼ ସାହି ର ମହିଳା ମାନେ ହାଣ୍ଡି ମାଠିଆ ଧରି ପାଣି ପାଇଁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି l
ସୂଚନାଯେଗ୍ୟ ଗ୍ରୀଷ୍ମ ପ୍ରଭାବ ଯେଗୁଁ ଗରମ କୁ ଗୁଳୁଗୁଳି ଖରାବେଳେ ମଣିଷ ବାହାରିବାକୁ ଭୟ କରୁଛନ୍ତି ମହିଳା ମାନେ ଖାଲି ପାଦରେ ମୁଣ୍ଡରେ ମାଠିଆ ହାତରେ ବାଲ୍ଟି ଧରି ଆସୁଥିବା ଦେଖିବାକୁ ମିଳିଛି l କାହିଁକିନା ନିଜ ସାହିରେ 4ରୁ 5ଦିନ ପାଇପରେ ପାନୀୟ ଜଳ ଆସୁନାହିଁ ଆମଦୁଃଖ କେହେ ଦେଖୁନାହିଁ ଜଳର ସମସ୍ୟା ସୁଧୁରୁ ନାହଁ ମହିଳା ମାନେପିଇବା ପାଣିପାଇଁ ଡହଳ ବିକଳହେଇଥିବା ଦେଖିବାକୁ ମିଳିଛି l ମହିଳାମାନେ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଲେ ମଧ୍ୟ ଏହାର କିଛି ଫଳପ୍ରଦ ହେଉନାହିଁ l ପ୍ରାୟ 7ତ ଦିନହେଲାଣି ଆମ ସାହି ବାସିନ୍ଦାଙ୍କୁ ପାଣି ମିଳୁନାହିଁ ଆମରି କଷ୍ଟ କେହି ବୁଝୁନାହାନ୍ତି ନା ନଳକୂପ ଅଛି ନା କୂଅ ଅଛି ପାଣି ପାଇଁ ଆମକୁ ଦୂର ଦୁରାନ୍ତର ଯିବାକୁ ପଡୁଛି ମହିଳା ମାନଙ୍କୁ ସରକାର ଅଗ୍ରାଧିକାର ଦେଉଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ମାନେ ଗୁରୁତ୍ୱ ଦେଉନାହାନ୍ତି ଏହି ସମସ୍ୟ ର ତୁରନ୍ତ ସମାଧାନ ନହେଲେ ମହିଳା ମାନେ ଜଳ ସମସ୍ୟା ନେଇ ରାଜ ରାସ୍ତା କୁ ଓଲେହିବୁ ଅବା ଜିଲ୍ଲାପାଳ ଙ୍କୁ ଭେଟି ଦୁଃଖ ଜଣାଇବୁ ବୋଲି କହଇଛନ୍ତି . ଶନିବାର ଓ ରବିବାର ଦୁଇଦିନ ଛୁଟି ଥିବା ସତ୍ୱ ଅଞ୍ଚଳ ବାସିନ୍ଦା
ଏ ନେଇ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନର୍ବାହ ଅଧିକାରୀ ଅଭିନାଶ ମିଶ୍ର ଓ ଗଞ୍ଜାମ ଅଧକ୍ଷ ପ୍ରତନିଧି ବିନୋଦ ଚନ୍ଦ୍ର ପାଢ଼ୀ ସହ ଯୋଗାଯୋଗ କରିବାରୁ ତୁରନ୍ତ ସମସ୍ୟା ସମାଧାନ ପାଇଁ ସଙ୍ଗେ ସଙ୍ଗେ ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରି ସମସ୍ୟା ର ସମାଧାନ କରୁଥିବା ଦେଖିବାକୁ ମିଳିଛି