ଶିଳ୍ପ ମନ୍ତ୍ରୀ ଙ୍କ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳିଲେ ବିଭୁ ରଞ୍ଜନ ଦଳେଇ

ଆଜି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରୁଛନ୍ତି ବଜରଙ୍ଗବାଲି ଗ୍ରାମ୍ୟ ପରିବେଶ ଓ ବନ ସୁରକ୍ଷା ସମିତି ସଭାପତି ବିଭୁ ରଞ୍ଜନ ଦଳାଇ। ଓ ସଭ୍ୟ ସଭ୍ୟା ମାନେ ପ୍ରଥମେ ହନୁମାନ ମନ୍ଦିରରେ ଦୀପଦାନ ସହ ପୂଜାର୍ଚ୍ଚନାର କରିଥିଲେ । ମନ୍ଦିର ପରିସରରେ ବୃକ୍ଷ ରୋପଣ କରିବା ସହ ରଜନୀ ଦେବୀ ଜରାଶ୍ରମରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିବା ସହ ମନ୍ତ୍ରୀ ଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଥିଲେ ବିଭୁ ରଞ୍ଜନ ଦଳାଇ।
(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)