November 21, 2024
Share

 

 

୧-ଭୁବନେଶ୍ୱର : ଶିଶୁ ଦିବସ ଉପଲକ୍ଷେ, ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’, ଯୋଗ ଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ।

 

୨-ପଞ୍ଚକ ଆରମ୍ଭ, ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ୨୦ ହଜାର ଶ୍ରଦ୍ଧାଳୁ।

 

୩-କଟକ:ପଞ୍ଚକରେ ପିଆଜ, ରସୁଣର ବଜାର ରାଜ୍,ଖସୁନି ଆଳୁ ଦର।

 

୪-ଓଡ଼ିଶାକୁ ନିତି ଆୟୋଗର ପ୍ରଶଂସା, ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ହୋଇଛି ବଡ଼ ଅଭିବୃଦ୍ଧି।

 

୫-ଆଜିଠୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼, ସିଂହଦ୍ଵାର ଦେଇ ପ୍ରବେଶ,ଅନ୍ଯ ୩ ଦ୍ବାରରେ ପ୍ରସ୍ଥାନ।

 

୬-ଭୁବନେଶ୍ୱର:ମହର୍ଷି କଲେଜରେ ଛାତ୍ର ଅଶାନ୍ତି, ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କଲେଜ ବନ୍ଦ।

 

୭-ବଦଳିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାମ କରୁଥିବା ନର୍ସଙ୍କ ଡ୍ରେସ କୋଡ,ଇଷତ ବାଇଗଣୀ ରଙ୍ଗର ଡ୍ରେସ ପିନ୍ଧିବେ ସିନିୟର ନର୍ସିଂ ଅଫିସର।

 

୮-ପାଟଣା:ପ୍ରଧାନ ଶିକ୍ଷକଙ୍କ କ୍ରେଡିଟ୍ କାର୍ଡରୁ ୭୬ ହଜାର ଲୁଟିନେଲେ ସାଇବର ଠକ।

 

୯-ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲା : ୭ ଦିନ ଭିତରେ ଜବାବ ଦାଖଲ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

 

୧୦-ବଦଳି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ, ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ।

 

୧୧-ହ୍ରାସ ହେବ ରାତିର ତାପମାତ୍ରା, ୧୫ ପରେ ରାଜ୍ୟରେ ଅନୁଭବ ହେବ ଶୀତ।

 

୧୨-ଭୁବନେଶ୍ୱର:ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା।

 

୧୩-ସରକାରଙ୍କ ତଣ୍ଟିରେ ଲାଗିଛି ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ । ବିନା ମୁଖିଆରେ ଚାଲିଛି ରାଜ୍ୟର ୫ରୁ ଅଧିକ ବିଶ୍ୱବିଦ୍ୟାଳୟ।

 

୧୪-ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି :ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।

 

୧୫-କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଚମକିଲା ଭାରତ:ଶ୍ରେଷ୍ଠ ୧୦୦ ରେ ୭ ଭାରତୀୟ ଅନୁଷ୍ଠାନ।

 

୧୬-ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ପାଇଁ ଓଡ଼ିଶାକୁ ମିଳିବ ୨୦୧ କୋଟି।

 

୧୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ନିମପୁର ଶାସନ ଗାଁ :ପିଲା ଚୋରି କରୁଥିଲେ ବୁଲା ପ୍ଲାଷ୍ଟିକଡବା ବିକାଳି,ପିଟିଲେ ଗ୍ରାମବାସୀ।

 

୧୮-୧୯ ବର୍ଷ ପରେ ଫେରୁଛି ଶକ୍ତିମାନ, ମୁକେଶ ଖାନ୍ନାଙ୍କ ଲୁକ୍ ଦେଖି ମନେ ପକାଇଲେ ପିଲାଦିନ।

 

୧୯-ମଣିପୁର: ମଣିପୁରରେ ସେନାକୁ ବଡ ସଫଳତା,ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ସଫା।

 

୨୦-ଇସ୍ରାଏଲ ଉପରେ ହେଜବୋଲ୍ଲାର ୧୬୫ ରକେଟ୍ ମାଡ଼।

 

*🙏 ସୁପ୍ରଭାତ 🙏*