June 6, 2025

କଲ୍ୟାଣି ପୋଲିମର ରେ ଅଗ୍ନିକାଣ୍ଡ

Share

କଲ୍ୟାଣି ପୋଲିମର ରେ ଅଗ୍ନିକାଣ୍ଡ

ଗୁଣପୁର (ସୁରେନ୍ଦ୍ର ମହାନ୍ତି)ରାୟଗଡା ଜିଲ୍ଲା ଗୁଣୁପୁର ରାୟଗଡା ରାସ୍ତା ରେ ଥିବା କଲ୍ୟାଣି ପୋଲିମର ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଗୁଣୁପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ସେଠାରେ ବିଦ୍ୟୁତ ସବ ଷ୍ଟେସନ ମଧ୍ୟ ରହିଥିଲା । ଅଗ୍ନିକାଣ୍ଡ ରେ କାହାର କିଛି ହୋଇ ନ ଥିବା ବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସ୍ପଷ୍ଟ ଜଣାପଡି ନାହିଁ ।