March 8, 2026
ajiro khabar
Share

 

୧-ଭୁବନେଶ୍ୱର:ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା,୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ।

 

୨-ପୁରୀ:ସ୍ନାନଯାତ୍ରା ଶେଷ ହେବା ପରେ ଠାକୁର ଅଣସର ଘରେ, ଆଜି ଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଅଲାରନାଥ।

 

୩-PM E ବିଦ୍ୟା ଯୋଜନା:ନବମ ଦଶମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେବ ଭିଡିଓ।

 

୪-୧୩ ତାରିଖରେ ସ୍ନାତକୋତ୍ତର ମେଧା ତାଲିକା ପ୍ରକାଶ,ରଜରେ ହେବ ୟୁଜି ଓ ପିଜି ନାମଲେଖା।

 

୫-ଯାଜପୁରରେ ସାଂଘାତିକ ଭାବେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି,ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ, ଯୁବକ, ଶିଶୁ , ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ।

 

୬-ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଝାଡ଼ାବାନ୍ତି, ଯାଜପୁରରେ ହୋଇଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

 

୭-ଭୁବନେଶ୍ୱର:ଆସନ୍ତା ୧୬ ତାରିଖ ସୋମବାର, ନନ୍ଦନକାନନ ଖୋଲା ରହିବ, ମଙ୍ଗଳବାର ବନ୍ଦ।

 

୮-ଯାଜପୁର:ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ, ୨ ଗୁରୁତର।

 

୯-ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦର୍ଶନ କଲେ ମହାପ୍ରଭୁଙ୍କ ମଙ୍ଗଳ ଆଳତି।

 

୧୦-ପୁରୀ:ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ।ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ।

 

୧୧-OJEE 2025 ରେଜଲ୍ଟ: ଏମବିଏରେ ଅନୁରାଗ ମିଶ୍ର, ବି.ଫାର୍ମାରେ ଯତୀନ ଟପ୍ପର।

 

୧୨-ମୋହନ ସରକାରଙ୍କ ଆଉ ଏକ ମାଷ୍ଟ୍ରରଷ୍ଟ୍ରୋକ, ରଜରେ ଘୋଷଣା ହୋଇପାରେ ୧୨ ନୂଆ ଏନଏସି !

 

୧୩-ନାଲକୋର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଅଭୟ କୁମାର ବେହୁରିଆ।

 

୧୪-WTC ଫାଇନାଲ: ଇତିହାସ ରଚିବା ଅପେକ୍ଷାରେ ବବୁମା ବାହିନୀ, ଟକ୍କର ଦେବାକୁ ତୟାର କମିନ୍ସ ଏଣ୍ଡ କୋ।

 

୧୫-ଭୁବନେଶ୍ୱର:ଆଜିଠାରୁ ଭୁବନେଶ୍ୱର-ଆବୁଧାବି ସିଧାସଳଖ ଉଡ଼ିବ ବିମାନ।

 

୧୬-ଦେଶରେ କରୋନା ସଂକ୍ରମଣ ୭୦୦୦ ଟପିଲା, ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା ଲୋକଙ୍କ RT PCR ପରୀକ୍ଷା ବାଧ୍ୟତାମୂଳକ।

 

୧୭-ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରଖିବାକୁ ଚିନ୍ତା କରାଯାଉଛି:କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।

 

୧୮-୬ ହଜାର ୪୦୫ କୋଟି ଟଙ୍କାର ଦୁଇଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି।ରେଳ ପ୍ରକଳ୍ପ ଝାଡ଼ଖଣ୍ଡର ଏକ ପ୍ରମୁଖ କୋଇଲା ଉତ୍ପାଦନ କ୍ଷେତ୍ର ଦେଇଯିବ।

 

୧୯-ଶତାବ୍ଦୀର ସବୁଠୁ ବଡ଼ ଆବିଷ୍କାର, ଜାପାନ ସାକାର କଲା ଆର୍ଟିଫିସିଆଲ ବ୍ଲଡର ସ୍ୱପ୍ନ।

 

୨୦-ଶେଷରେ ସତ ମାନିଲା ସୋନମ ରଘୁବଂଶୀ, ସ୍ବାମୀ ରାଜାଙ୍କୁ ହତ୍ୟା କରିଥିବା କଲା ସ୍ବୀକାର!

 

୨୧-ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ତୀବ୍ର, ୧୨ ରାଜ୍ୟର ୨୫ ସହରରେ ବ୍ୟାପିଲାଣି ହିଂସା।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*