ତିର୍ତ୍ତୋଲ ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା ମେଳା-2025,ର ଅତିଥି ବିଧାୟକ ରମାକାନ୍ତ ଭୋଇ !!

++++++++++++++++++++++
ତିର୍ତ୍ତୋଲ ::- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିନସ୍ତ
ତେନ୍ତୁଳିପଦା ପଞ୍ଚାୟତ ର ଖଣ୍ଡାସାହିସ୍ଥ ଜଗଦୀଶ ପଞ୍ଚଗ୍ରାମ ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ନିପୁଣ ଓଡିଶା ମେଳା ୨୦୨୫ !ଏହି ମେଳା ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, ତିର୍ତ୍ତୋଲ ର ମାନ୍ୟବର ବିଧାୟକ ଡଃ. ରମାକାନ୍ତ ଭୋଇ ଏବଂ ମୁଖ୍ୟ ବକ୍ତା ଥିଲେ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବେହେରା !ସମ୍ମାନୀୟ ଅତିଥି ଥିଲେ ତେନ୍ତୁଳିପଦା ସରପଞ୍ଚ ଶ୍ରୀମତୀ ସରୋଜିନୀ ପରିଜା,ତିର୍ତ୍ତୋଲ ସରପଞ୍ଚ ଶ୍ରୀମତୀ ପ୍ରିୟମ୍ବଦା ମହାପାତ୍ର, ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ଦେବୀ !ରାଜ୍ୟ ସମ୍ବଳ ଶିକ୍ଷକ ଶ୍ରୀ ଟୁଟୁ ଦାଶ,ମଞ୍ଚ ସଂଚାଳନ କରିଥିବା ବେଳେ,ଆଖଣ୍ଡଳ ସରକାରୀ ଉପ୍ରା ବିଦ୍ୟାଳୟ ନାଉସିରା କ୍ଳଷ୍ଟର ର ସିଆରସିସି ଦୀପକ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ କୁ ସଫଳ କରାଇବାକୁ, ପ୍ରଣବ କୁମାର ସାହୁ, ମୋହନ ଟୁଡୁ,ରଶ୍ମି ରଞ୍ଜନ ନାୟକ,ପ୍ରଦୀପ କୁମାର ରଥ, ସ୍ମୃତିରଞ୍ଜନ ନାୟକ, ସୁଶାନ୍ତ ବେହେରା,ଜ୍ୟୋତି ରଞ୍ଜନ ମହାନ୍ତି, ଶ୍ୱେତପଦ୍ମା ଖୁଣ୍ଟିଆ,
ରାଜେଶ ଖଟୁଆ, ଦେବାଶିଷ ସ୍ୱାଇଁ,
ଚିତ୍ତରଞ୍ଜନ ଦାସ,ପ୍ରଶାନ୍ତ କୁମାର ମହାନ୍ତି,ଶଶାଙ୍କ ଶେଖର ସ୍ଵାଇଁ, ଅନିଶ ଖାନ୍ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚିରସ୍ମିତା ମିଶ୍ର, ଶିକ୍ଷୟିତ୍ରୀ ବିନ୍ଦୁ ପରିଜା,ଶିକ୍ଷକ ମନୋଜ ବେହେରା, ଶଶିକାନ୍ତ ବାରିକ, ମନୋଜ ସେଠୀ, କୈଳାସ ଚନ୍ଦ୍ର ନନ୍ଦ,ଶିକ୍ଷୟିତ୍ରୀ ନଇମା ଆଖତାର, ସବିତା ନାୟକ, ମାନସୀ ମାଣିକ, ସରସ୍ଵତୀ ସାହୁ, ସ୍ନିଗ୍ଧା ବିଶ୍ଵାଳ, ଲଳିତା ଦାସ, ସରୋଜିନୀ ପଣ୍ଡା, ସନ୍ଧ୍ୟାରାଣୀ ମଲ୍ଲିକ,ପରିଚାଳନା କମିଟିର ଦେବେନ୍ଦ୍ର ଲେଙ୍କା, ସ୍ମିତେଶ କୁମାର ମହାନ୍ତି, ଶ୍ରୀକାନ୍ତ ଲେଙ୍କା, ଚନ୍ଦନ ବିଶ୍ୱାଳ, ଆଶିଷ ମହାନ୍ତି,ଆଖଣ୍ଡଳ କ୍ଳଷ୍ଟର ର ସମସ୍ତ୍ ଶିକ୍ଷକ ଏବଂ ଅନ୍ୟ 17 ଟି କ୍ଳଷ୍ଟର ରୁ ଆମନ୍ତ୍ରିତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।ଏହି ସମସ୍ତ କାର୍ଯ୍ୟପାଇଁ ଧନ୍ଯବାଦ୍ ପ୍ରଦାନ କରିଥିଲେ ଦୀପକ କୁମାର ମହାନ୍ତି।ସର୍ବଶେଷରେ ଆମନ୍ତ୍ରିତ ଅତିଥି ମାନେ, ନିପୁଣ ଓଡ଼ିଶା ଷ୍ଟଲ୍, କାହାଣୀ କହିବା ଷ୍ଟଲ୍, ଲାଇଭ୍ କ୍ଲାସ ଷ୍ଟଲ୍, ପାଠ୍ୟସାମଗ୍ରି ଷ୍ଟଲ୍, ମତାମତ ଷ୍ଟଲ୍ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା !ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ମହୋଦୟ ଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ସହିତ ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର